kabul airport blast news
ବିଶ୍ବ 

ସଠିକ୍‌ ସମୟରେ ଜବାବ୍‌ ଦେବୁ: ଆମେରିକା

ସଠିକ୍‌ ସମୟରେ ଜବାବ୍‌ ଦେବୁ: ଆମେରିକା   ଦିଲ୍ଲୀ: ଅଗଷ୍ଟ ୨୭: ଗୁରୁବାରଦିନ ହୋଇଥିବା କାବୁଲ ବିମାନ ବନ୍ଦର ବାହାରେ ବିସ୍ପୋରଣ । ଗେଟ୍‌ ପାଖରେ ଆତ୍ମଘାତୀ ବିସ୍ପୋରଣ ହେବା ସହିତ ବନ୍ଦର ପାଖରେ ଥିବା ବରୋନ ହୋଟେଲରେ ଆଉ ଏକ ସିରିଜ ବିସ୍ପୋରଣ ମଧ୍ୟ ହୋଇଥିଲା । ହୋଟେଲରେ ଅଧିକାଂଶ ଆମେରିକ ସୈନ୍ୟଙ୍କ ସମେତ କିଛି ବ୍ରିଟିଶ ନାଗରିକ ରହିଥିଲେ । ତେବେ ଦ୍ୱିତୀୟ ଆତ୍ମଘାତୀ ବିସ୍ପୋରଣଟି ଆମେରିକୀୟ ସୈନ୍ୟମାନଙ୍କୁ ଲକ୍ଷ୍ୟ କରି ବିସ୍ପୋରଣ କରାଯାଇଥିଲା । ଏହି ଆତ୍ମଘାତୀ ସିରିଜ ବିସ୍ପୋରଣରେ […]
Read More...

Advertisement