K. K. Patel Super Speciality Hospital
ଦେଶ- ବିଦେଶ 

ଆସନ୍ତା କାଲି ଭୁଜରେ ଥିବା କେ.କେ ପଟେଲ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ଆସନ୍ତା କାଲି ଭୁଜରେ ଥିବା କେ.କେ ପଟେଲ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ଦିଲ୍ଲୀ: ଏପ୍ରିଲ ୧୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଭୁଜରେ ଥିବା କେ.କେ ପଟେଲ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଆସନ୍ତା କାଲି ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଭୁଜର ‘କୁଚି ଲେଭା ପଟେଲ ସମାଜ’ ଦ୍ୱାରା ଏହି ଡାକ୍ତରଖାନା ନିର୍ମାଣ କରାଯାଇଛି । କଚ୍ଛରେ ଏହା ହେଉଛି ପ୍ରଥମ ବଦାନ୍ୟ ସୁପର ସ୍ପେସିଆଲିଟି ହସ୍ପିଟାଲ୍‌ । ଏହା ଏକ ୨୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା । ଏହା […]
Read More...

Advertisement