JUSTIS PS NARASIMA
ରାଜନୀତି  ଦେଶ- ବିଦେଶ 

ଜ୍ଞାନବାପି ମସଜିଦ୍‌ ମାମଲାର ଶୁଣାଣି ଆଜି!

ଜ୍ଞାନବାପି ମସଜିଦ୍‌ ମାମଲାର ଶୁଣାଣି ଆଜି! ଉତ୍ତରପ୍ରଦେଶ: ମଇ ୧୭: ବାରାଣସୀର ପ୍ରସିଦ୍ଧ ଜ୍ଞାନବାପି ମସଜିଦ୍‌ ପରିସରରେ ସର୍ବେକ୍ଷଣ କାମ ପାଇଁ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲା ଉପରେ ଆଜି ଶୁଣାଣି ହୋଇପାରେ । ଅଞ୍ଜୁମନ ଇନ୍ତେଜାମିଆ ମସଜିଦ କମିଟି ପକ୍ଷରୁ ହୋଇଥିଲା ଏହି ଆବେଦନ କରାଯାଇଛି । ସର୍ବେକ୍ଷଣ କାମକୁ ବନ୍ଦ କରିବାକୁ ଯାଚିକାକର୍ତ୍ତା ଆବେଦନ କରିଥିଲେ । ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ପିଏସ୍‌ ନରସିମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର […]
Read More...

Advertisement