justice for namita
ଜିଲ୍ଲା  ଓଡ଼ିଶା  ଅପରାଧ 

ମମିତ। ମେହେର ହତ୍ୟ। ମ।ମଲ।, ଜାମିନ ଆବେଦନ କଲା ଅଭିଯୁକ୍ତ

ମମିତ। ମେହେର ହତ୍ୟ। ମ।ମଲ।, ଜାମିନ ଆବେଦନ କଲା ଅଭିଯୁକ୍ତ କଣ୍ଟ।ବ।ଞ୍ଜି: ଡିସେମ୍ବର ୦୨: ବହୁ ଚର୍ଚ୍ଚିତ ମମିତ। ମେହେର ହତ୍ୟ। ଘଟଣ। । ଉକ୍ତ ଘଟଣା ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାକୁ ନେଇ ଓଡିଶାରେ ଏକ ବିଶେଷ ସମ୍ବେଦନଶୀଳ ପରିବେଶ ସୃଷ୍ଟି ହୋଇଥିଲା। ତେବେ ଘଟଣାରେ ଗିରଫ ହୋଇ ବିଚ।ର ବିଭ।ଗୀୟ ହ।ଜତରେ ଥିବ। ଗୋବିନ୍ଦ ସ।ହୁ କଣ୍ଟ।ବ।ଞ୍ଜି ଏଡିଜେ କୋର୍ଟରେ ଜ।ମିନ ଆବେଦନ କରିଛି । ଗୋବିନ୍ଦ ସ।ହୁଙ୍କ ଓକିଲ ମୋହନ ଶର୍ମ। ଆବେଦନ କରିଛନ୍ତି। ତେବେ ଆସନ୍ତ। ୬ ତ।ରିଖ […]
Read More...

Advertisement