June is Crucial for COVID
ଓଡ଼ିଶା 

ଜୁନ ପାର ହେଲେ ଟଳିବ ବିପଦ

ଜୁନ ପାର ହେଲେ ଟଳିବ ବିପଦ ଭୁବନେଶ୍ୱର : ଜୁନ ୬: ରାଜ୍ୟରେ ଜୁନ୍‌ ମାସରେ କରୋନା ସଂକ୍ରମଣ ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିପାରେ । ଏହି ମାସରେ ହିଁ ସର୍ବାଧିକ ସଂକ୍ରମଣର ଆଶଙ୍କା ରହିଛି । ସଙ୍ଗରୋଧ, ମାର୍ଗଦର୍ଶିକା ଅନୁପାଳନ, ଆତ୍ମସଂଯମ ହିଁ ଏହି ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ଏକମାତ୍ର ବିକଳ୍ପ । ଏଇ ଘାଟି ପାରିହେଲେ ବିପଦ ଟଳିବ । ଶନିବାର କୋଭିଡ୍‌ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏହା କହିଛନ୍ତି । ଗଣମାଧ୍ୟମକୁ ସୂଚନା ଓ ଲୋକସଂପର୍କ […]
Read More...

Advertisement