Journalists meet Governor
ଓଡ଼ିଶା 

ରାଜ୍ୟପାଳଙ୍କୁ ସାମ୍ବାଦିକଙ୍କ ସ୍ମାରକପତ୍ର: ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ରାଜ୍ୟପାଳ

ରାଜ୍ୟପାଳଙ୍କୁ ସାମ୍ବାଦିକଙ୍କ ସ୍ମାରକପତ୍ର: ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ରାଜ୍ୟପାଳ ଭୁବନେଶ୍ୱର : ଜୁଲାଇ ୭:ରାଜଧାନୀ ଭୁବନେଶ୍ୱରରେ କାର୍ଯ୍ୟରତ ରାଜ୍ୟସ୍ତରୀୟ ଅଧିସ୍ୱୀକୃତପ୍ରାପ୍ତ ସାମ୍ବାଦିକଙ୍କୁ ସମ୍ବାଦ ସଂଗ୍ରହ ଅଧିକାରରୁ ରାଜ୍ୟ ସରକାର ବଞ୍ଚିତ କରିଛନ୍ତି। କୌଣସି ବିଧିବଦ୍ଧ ଆଦେଶ ନଥାଇ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ସାମ୍ବାଦିକଙ୍କୁ ଲୋକସେବା ଭବନକୁ ଯିବାରେ ବାଧା ଦିଆଯାଉଛି। ପ୍ରେସ ସ୍ୱାଧୀନତାର ଏହି ଉଲ୍ଲଂଘନ ବିରୋଧରେ ଗତ ଜୁନ ୧୭ରେ ଭୁବନେଶ୍ୱରର ସାମ୍ବାଦିକଙ୍କ ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇ ସେମାନଙ୍କ କର୍ତ୍ତବ୍ୟ ସଂପାଦନ ପାଇଁ ପୂର୍ବବତ ବ୍ୟବସ୍ଥା ଚାଲୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ […]
Read More...

Advertisement