jotiraditya sindhia
ଦେଶ- ବିଦେଶ 

ପୂର୍ବସ୍ଥିତିକୁ ଫେରିଛି ଦେଶର ବିମାନ ସେବା

ପୂର୍ବସ୍ଥିତିକୁ ଫେରିଛି ଦେଶର ବିମାନ ସେବା ନୂଆଦିଲ୍ଲୀ: ମାର୍ଚ୍ଚ୧୬: କୋଭିଡ-୧୯ ପୂର୍ବସ୍ଥିତିକୁ ଫେରିଛି ଦେଶର ବିମାନ ସେବା। ଏୟାର ଟ୍ରାଫିକ ଏବେ ସ୍ୱଭାବିକ ହୋଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୋମବାର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ଦେଶର ବିମାନକ୍ଷେତ୍ର ମହାମାରୀ ପୂର୍ବ ସ୍ଥିତିକୁ ଏବେ ଫେରିଆସିଛି। ସିନ୍ଧିଆ କହିଛନ୍ତି ଯେ କୋଭିଡ-୧୯ ପୂର୍ବରୁ ଦେଶରେ ଦୈନିକ ଯାତ୍ରୀଙ୍କ ଅଧିକତମ ସଂଖ୍ୟା ୪ ଲକ୍ଷ ପାଖାପାଖି ଥିଲା। ତେବେ ଗତ ଡିସେମ୍ବର ସୁଦ୍ଧା ଆମେ ୩.୮୩ ଲକ୍ଷ ପର୍ଯ୍ୟନ୍ତ ଆମେ ପହଞ୍ଚି […]
Read More...

Advertisement