johnny depp amber heard
ମନୋରଞ୍ଜନ  ବିଶ୍ବ 

ମାନହାନୀ ମକୋଦମା ଜିତିଲେ ଜନି ଡେପ୍‌: ସ୍ତ୍ରୀ ଦେବେ ୫୦ ମିଲିଅନ୍‌ ଡଲାର

ମାନହାନୀ ମକୋଦମା ଜିତିଲେ ଜନି ଡେପ୍‌: ସ୍ତ୍ରୀ ଦେବେ ୫୦ ମିଲିଅନ୍‌ ଡଲାର ନୂଆଦିଲ୍ଲୀ ଜୁନ ୦୨: ହଲିଉଡର ପ୍ରସିଦ୍ଧ ଅଭିନେତା ଜନି ଡେପ୍‌ ଦୀର୍ଘ ଦିନ ଧରି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଏମ୍ବର ହର୍ଡଙ୍କ ସହ ଚାଲିଥିବା ମାନହାନୀ ମାମଲା ପାଇଁ ବେଶ ଚର୍ଚ୍ଚାରେ ଥିଲେ । ବର୍ତ୍ତମାନ ସେମାନଙ୍କର ଆଇନଗତ ବିବାଦ ଶେଷ ହୋଇଛି । ଜନି ଡେପ ତାଙ୍କ ପତ୍ନୀଙ୍କ ବିରୋଧରେ ମାନହାନି ମକଦ୍ଦମା ଜିତିଛନ୍ତି । ସାତ ଜଣ ସଦସ୍ୟ ଭର୍ଜିନିଆ ଜୁରୀ ଅଭିନେତ୍ରୀ ଏମ୍ବର ହର୍ଡଙ୍କୁ ୧୫ ମିଲିୟନ୍‌ ଡଲାର୍‌ ଦେବାକୁ ନିର୍ଦ୍ଦେଶ […]
Read More...

Advertisement