jinping
ବିଶ୍ବ 

ଚୀନ୍‌ ରାଷ୍ଟ୍ରପତିଙ୍କୁ ଗମ୍ଭୀର ମାନସିକ ରୋଗ

ଚୀନ୍‌ ରାଷ୍ଟ୍ରପତିଙ୍କୁ ଗମ୍ଭୀର ମାନସିକ ରୋଗ ବେଜିଂ: ମଇ ୧୧: ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଗମ୍ଭୀର ରୋଗରେ ପୀଡିତ । ଏକ ରିପୋର୍ଟରେ ଜଣାପଡିଛି ଯେ, ଚୀନ୍‌ ରାଷ୍ଟ୍ରପତି ମାନସିକ ରୋଗ ସେରେବ୍ରଲ ଏନ୍ୟୁରିଜମ୍‌ରେ ପୀଡିତ । ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାରୁ ଏହାର ସର୍ଜରୀ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । କି;ୁ ସର୍ଜରୀ ପରିବର୍ତ୍ତେ ସେ ବାଛିଛନ୍ତି ପାରମ୍ପରିକ ଔଷଧକୁ । ଏହାପୂର୍ବରୁ ମାର୍ଚ୍ଚ ୨୦୧୯ରେ ଜିନପିଙ୍ଗଙ୍କ ଇଟାଲୀ ଗସ୍ତ ବେଳେ ତାଙ୍କୁ ଚାଲିବାରେ ଅସୁବିଧା ହୋଇଥିଲା । […]
Read More...

Advertisement