jharsuguda headline
ଜିଲ୍ଲା 

ବ୍ରଜରାଜନଗର ଉପ ନିର୍ବାଚନରେ ଜମୁଛି ପ୍ରଚାର : ପୌରାଞ୍ଚଳ ପ୍ରଚାରରେ ମନ୍ତ୍ରୀ ଓ ବିଧାୟକ

ବ୍ରଜରାଜନଗର ଉପ ନିର୍ବାଚନରେ ଜମୁଛି ପ୍ରଚାର : ପୌରାଞ୍ଚଳ ପ୍ରଚାରରେ ମନ୍ତ୍ରୀ ଓ ବିଧାୟକ ଝାରସୁଗୁଡ଼ା : ବ୍ରଜରାଜନଗର ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ତିନି ପ୍ରମୁଖ ଦଳର ପ୍ରଚାର ସେତେେ ବଢ଼ିଚାଲିଛି । ଏବେ ସେହି ଆସନରେ କିଏ ବିଜେତା ହେବ ବୋଲି ରାଜ୍ୟବାସୀଙ୍କ ନଜର ରହିଛି । ଏହି ପରିପ୍ରେକ୍ଷୀରେ, ବିଜେଡି ଦଳ ବ୍ରଜରାଜନଗର ପୌରାଞ୍ଚଳ ଗୋଲ୍‌ ଛକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ଇଏସ୍‌ଆଇ ଛକରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ଅର୍ପଣ କରଛି । ଏହା ସହିତ ବ୍ରଜରାଜନଗର ମ୍ୟୁନିସିପାଲିଟିରେ ବିଜୁ […]
Read More...
ଜିଲ୍ଲା 

ବରଗଡ଼-ଝାରସୁଗୁଡ଼ା ସେତୁ ସମେତ ୩ ପ୍ରକଳ୍ପ ପାଇଁ ୩୬୮ କୋଟି

ବରଗଡ଼-ଝାରସୁଗୁଡ଼ା ସେତୁ ସମେତ ୩ ପ୍ରକଳ୍ପ ପାଇଁ ୩୬୮ କୋଟି ଝାରସୁଗୁଡ଼ା/ବରଗଡ଼ : ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ସିଧାସଳଖ ସଡ଼କପଥରେ ଯୋଡ଼ିବା ପାଇଁ ହୀରାକୁଦ ଜଳଭଣ୍ଡାର ଉପରେ ସେତୁ ନିର୍ମାଣ ହେବ । ଏହା ସହିତ ବରଗଡ଼ ଜିଲ୍ଲାର ଆଉ ଦୁଇଟି ରାସ୍ତା ପ୍ରକଳ୍ପ ପାଇଁ କେନ୍ଦ୍ର ସଡକ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ୩୬୮.୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେତୁଟି ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ଲଖନପୁର ବ୍ଲକର ଭିକମପାଲି ଗ୍ରାମପଞ୍ଚାୟତ ପୂଜାରୀପାଲି ଡଙ୍ଗାଘାଟରୁ ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକର ଜରିମୂଳ ଘାଟ ପର୍ଯ୍ୟନ୍ତ […]
Read More...
ଜିଲ୍ଲା 

ଝାରସୁଗୁଡାରେ ସର୍ବାଧିକ ୨୫୯ ଶିଶୁ ନିଖୋଜ

ଝାରସୁଗୁଡାରେ ସର୍ବାଧିକ ୨୫୯ ଶିଶୁ ନିଖୋଜ ଝାରସୁଗୁଡା : ହଜିଯାଉଛି ଶିଶୁଙ୍କ ହସ । ଶୈଶବ ଏଠି ମୃତବତ୍‌ । ଅପରେସନ୍‌ ସ୍କାଇଲ୍‌, ମୁସ୍କାନ୍‌ ଓ ପରୀ କେବଳ କାଗଜପତ୍ରରେ ସଫଳତା ସାଉଁଟୁଛି । ରାଜ୍ୟର ବାସ୍ତବ ସ୍ଥିତି କି;ୁ ଭିନ୍ନ । ଓଡ଼ିଶାରେ ଉଦ୍‌ବେଗଜନକ ଭାବେ ବଢୁଛି ନିଖୋଜ ଶିଶୁଙ୍କ ସଂଖ୍ୟା । ଶୈଶବ ଏଠି ବିଡ଼ମ୍ବିତ । ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ଲାଗି ଓଡ଼ିଶା ପୁଲିସ ଚଳାଇଥିବା ୩ ଅପରେସନ୍‌ । କେବଳ ବିଭାଗୀୟ ପିଠି ଥାପୁଡ଼ାରେ ସାମୀତ । […]
Read More...
ଜିଲ୍ଲା 

ଝାରସୁଗୁଡା ପୌର ପରିଷଦରେ ମଶା ଓ ମାଛିଙ୍କ ପାଇଁ ଅତିଷ୍ଠ ସହରବାସୀ

ଝାରସୁଗୁଡା ପୌର ପରିଷଦରେ ମଶା ଓ ମାଛିଙ୍କ ପାଇଁ ଅତିଷ୍ଠ ସହରବାସୀ ଝାରସୁଗୁଡା: ଝାରସୁଗୁଡା ପୌର ପରିଷଦରେ ବର୍ତ୍ତମାନ ମଶା ଓ ମାଛିଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସନ୍ଧ୍ୟାରେ ଘରେ ବସିବା ଅସମ୍ଭବ ହେଉଥିଲା ବେଳେ, ବାହାରେ ଠିଆ ହେବା ମାତ୍ରେ ମୁଣ୍ଡ ଉପରେ ଶହ ଶହ ସଂଖାରେ ମଶାମାନେ ଉଡୁଉନ୍ତି । ପରିସଂଖ୍ୟାନକୁ ନିଆଗଲେ ମ୍ୟାଲେରିଆ ଜ୍ୱର ରୋଗୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜ୍ୱର ହେବା ମାତ୍ରେ ପରିବାର ଲୋକେ କୋଭିଡ ଆଶଙ୍କାରେ ଭୟଭୀତ ହୋଇ ପଡୁଛନ୍ତି […]
Read More...
ଜିଲ୍ଲା 

ଆଇଏଏସ୍‌ ହୋଇ ଗର୍ବିତ କଲେ ଡାକ୍ତର ରୀନା ପ୍ରଧାନ

ଆଇଏଏସ୍‌ ହୋଇ ଗର୍ବିତ କଲେ ଡାକ୍ତର ରୀନା ପ୍ରଧାନ ଝାରସୁଗୁଡ଼ା,ସେପ୍‌ଟେମ୍ବର ୨୭: ପୌରାଞ୍ଚଳର ସରବାହାଲ ଠାରେ ପିତା ଧରଣୀଧର ପ୍ରଧାନ, ମାତା କଲ୍ୟାଣୀ ପ୍ରଧାନ ଏବଂ ଭାଇ ଆଶିଷ ରଞ୍ଜନ ପ୍ରଧାନଙ୍କ ସହ ରହୁଥିବା ଡାକ୍ତର ରୀନା ପ୍ରଧାନ ଗତ ୨୦୧୯ ମସିହାରୁ ଆଦିବାସୀ ଅଧ୍ୟୁଷିତ ନବରଂଗପୁର ଜିଲ୍ଲା ମାନମସି ଗାଁ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ । ତାଙ୍କର ପ୍ରାଥମିକ ଶିକ୍ଷା ଝାରସୁଗୁଡ଼ା ସରବାହାଲ ୟୁଜିଏମଇ ସ୍କୁଲ ଏବଂ ହାଇସ୍କୁଲ ଶିକ୍ଷା ଝାରସୁଗୁଡ଼ା ସରକାରୀ ହାଇସ୍କୁଲରେ ସମାପନ ପରେ ଝାରସୁଗୁଡ଼ା ମହିଳା […]
Read More...

Advertisement