jhadkhand
ଦେଶ- ବିଦେଶ 

କରମା ବିସର୍ଜନ ବେଳେ ପାଣିରେ ବୁଡ଼ି ଯାଇ ୭ ଯୁବତୀ ମୃତ

କରମା ବିସର୍ଜନ ବେଳେ ପାଣିରେ ବୁଡ଼ି ଯାଇ ୭ ଯୁବତୀ ମୃତ ରାଞ୍ଚି : ସେପ୍‌ଟେମ୍ବର ୧୮: ଝାଡ଼ଖଣ୍ଡର ଲାତେହାର ଜିଲ୍ଲାର ବାଲୁମାଥରେ କରମା ବିସର୍ଜନ ବେଳେ ପାଣିରେ ବୁଡ଼ି ଯାଇ ୭ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ବୟସ ୨୦ ବର୍ଷ ମଧ୍ୟରେ ହୋଇଥିବା ଜଣାପଡ଼ିଛି । ପୋଲିସ ଖବର ପାଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।ସୂଚନା ଅନୁସାରେ ୭ ମୃତକଙ୍କ ମଧ୍ୟରେ ୩ ଭଉଣୀ ଅଛନ୍ତି । ଗ୍ରାମବାସୀଙ୍କ ଅନୁସାରେ, ଟୋରି-ବାଲୁମାଥ ରେଲେୱ ଲାଇନ୍‌ […]
Read More...

Advertisement