JEE Main
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ନିଟ୍, ଜେଇଇ ପରୀକ୍ଷ। ଘୁଞ୍ଚ।ଇବ।କୁ ମୋଦିଙ୍କୁ ଅନୁରୋଧ କଲେ ନବୀନ
Published On
By Samaya Live
ଭୁବନେଶ୍ୱର : ଅଗଷ୍ଟ ୨୮: ନିଟ୍ ଓ ଜେଇଇ ପରୀକ୍ଷ। ଘୁଞ୍ଚ।ଇବ।କୁ କେନ୍ଦ୍ରକୁ ପୁଣିଥରେ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ । ଏନେଇ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥ। ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନ।ୟକ କହିଛନ୍ତି, କୋଭିଡ ଓ ର।ଜ୍ୟର ବନ୍ୟ। ପରିସ୍ଥିତି ଦୃଷ୍ଟିରୁ ପରୀକ୍ଷ। ଦେବ।କୁ ଛ।ତ୍ରଛ।ତ୍ରୀ ସମସ୍ୟ।ର ସମ୍ମୁଖୀନ ହେବେ । ତେଣୁ ଏହ।କୁ ଦୃଷ୍ଟିରେ ରଖି ପରୀକ୍ଷ।କୁ ଘୁଞ୍ଚ।ଇବ।କୁ ପ୍ରଧ।ନ ମନ୍ତ୍ରୀଙ୍କୁ ନବୀନ ଅନୁରୋଧ କରିଛନ୍ତି । ସେପ୍ଟେମ୍ବର […]
ନିଟ୍ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ରକୁ ଚିଠିଲେଖିଲେ ମୁଖ୍ୟମନ୍ତ୍ରୀ
Published On
By Samaya Live
ଭୁବନେଶ୍ୱର : ଅଗଷ୍ଟ ୨୫: ନିଟ୍ ଏବଂ ଜେଇଇ ପରୀକ୍ଷା ଘୁଞ୍ଚାଇ ଦେବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୱାଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଂପ୍ରତିକ କରୋନା ପରିସ୍ଥିତିରେ ଏହି ପରୀକ୍ଷା ଘୁଞ୍ଚାଇବା ସପକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ମହାମାରୀ ସମୟରେ ଏଭଳି ପରୀକ୍ଷା ନିରାପଦ ନୁହେଁ ଓ ଛାତ୍ରଛାତ୍ରୀମାନେ ସଂପୃକ୍ତ ପରୀକ୍ଷା କେନ୍ଦ୍ରକୁ ଯିବା ମଧ୍ୟ ଠିକ ନୁହେଁ । […]

