janvi kapoor
ମନୋରଞ୍ଜନ 

ଗାଡି ଡିକିରେ ଜାହ୍ନବୀ

ଗାଡି ଡିକିରେ ଜାହ୍ନବୀ ମୁମ୍ବାଇ: ସେପ୍‌ଟେମ୍ବର ୮: ଜାହ୍ନବୀ କପୁର ଖୁବଶୀଘ୍ର ଷ୍ଟାର୍‌ ଭର୍ସେସ ଫୁଡ୍‌ ରିଆଲିଟି ଶୋରେ ନଜର ଆସିବେ । ଏହି ଶୋରେ ଜାହ୍ନବୀ ନିଜ ବିଷୟରେ ଅନେକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି, ଯାହା ତାଙ୍କ ଫ୍ୟାନ୍‌ଙ୍କୁ ବେଶ୍‌ ଆଶ୍ଚର୍ଯ୍ୟ କରିଛି । ଜାହ୍ନବୀ ଗଣମାଧ୍ୟମ ପ୍ରତିନିଧିଙ୍କ ପାଖରୁ ବଞ୍ଚିବା ପାଇଁ କାର ଡିକିରେ ପଶିଯାଆନ୍ତି । ସେହିଭଳି ଥରେ ଜାହ୍ନବୀ ଜିମ୍‌ରୁ ବାହାରିବା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ବଞ୍ଚିବା ପାଇଁ ନିଜ ସାଙ୍ଗଙ୍କର ସାହଯ୍ୟ […]
Read More...

Advertisement