january guideline
ଜିଲ୍ଲା  ମନୋରଞ୍ଜନ  ଓଡ଼ିଶା 

ସ୍ତଗିତ ହୋଇପାରେ ଧନୁଯାତ୍ରା

ସ୍ତଗିତ ହୋଇପାରେ ଧନୁଯାତ୍ରା ବରଗଡ: ଡିସେମ୍ବର ୧୧: ବିଭିନ୍ନ ର।ଜ୍ୟରେ ଓମିକ୍ରନ୍ ଆକ୍ର।ନ୍ତ ବୃଦ୍ଧି ପାଉଥିବାରୁ ଓଡିଶାରେ ମଧ୍ୟ ସଂକ୍ରମଣର ଭୟ ଦେଖିବାରୁ ମିଳିଛି। ଏଭଳି ସ୍ଥିତିରେ ନୂଆବର୍ଷ ଓ ବଡ଼ଦିନ ଆଦିକୁ ବନ୍ଦ କର।ଯ।ଇଥିବ। ବେଳେ ଏବେ ବିଶ୍ୱ ପ୍ରସିଦ୍ଧ ଧନୁଯ।ତ୍ର। ଉପରେ ମଧ୍ୟ ଲ।ଗିଛି କଟକଣ। । ତେବେ ଜ।ନୁଆରୀ ଗ।ଇଡଲ।ଇନ୍ ଆସିବ। ପରେ ମହୋତ୍ସବ ହେବକି ନ।ହିଁ ତ। ଉପରେ ନିଷ୍ପତି ନିଆଯିବ ବୋଲି ବରଗଡ଼ ଜିଲ୍ଲ।ପ।ଳ ସୂଚନ। ଦେଇଛନ୍ତି । ଜିଲ୍ଲ।ପ।ଳ ତଥ। ଧନୁଯ।ତ୍ର। କମିଟି […]
Read More...

Advertisement