jamankira in odisha
ଜିଲ୍ଲା 

ପ୍ରଶାସନର ନିଘା ନାହିଁ ଗ୍ରାମବାସୀ ତିଆରି କଲେ ପୋଖରୀ

ପ୍ରଶାସନର ନିଘା ନାହିଁ ଗ୍ରାମବାସୀ ତିଆରି କଲେ ପୋଖରୀ ଜମନକିରା : ଗ୍ରାମାଞ୍ଚଳ ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କ ଅବହେଳା ମନୋଭାବ ଯୋଗୁଁ ସାଧାରଣ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଗ୍ରାମରେ ପୋଖରୀ ଖଣ୍ଡିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ବ୍ଲକ ଅଫିସ ଧାଇଁ ଧାଇଁ ନୟାନ୍ତ ହେବା ପରେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସୁବର୍ଣ୍ଣପାଲି ପଞ୍ଚାୟତ ସାଲେଭାଡ଼ି ଗାଁ ଲୋକ ନିଜ ଗାଁ ପୋଖରୀ ଖୋଲା ଆରମ୍ଭ […]
Read More...
ଜିଲ୍ଲା 

ରାତି ଅଧରେ ଘର ଭାଙ୍ଗିଲେ ବଣୁଆ ହାତୀ, ଅଳ୍ପକେ ବର୍ତିଲେ ପରିବାର

ରାତି ଅଧରେ ଘର ଭାଙ୍ଗିଲେ ବଣୁଆ ହାତୀ, ଅଳ୍ପକେ ବର୍ତିଲେ ପରିବାର ଜମନକିରା : ଜମନକିରା ବ୍ଲକ ଅଞ୍ଚଳରେ ଏବେ ହାତୀଙ୍କ ଉପଦ୍ରବ ବଢ଼ି ଚାଲିଛି । ଗତକାଲି ବିଳମ୍ବିତ ରାତିରେ ହାତୀ ଆସି ଘର ଭାଙ୍ଗି ଦେଇଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ପରିବାର ଲୋକେ । ସୂଚନା ଯେ, ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଚାଲିବା ସହ ଲୋକେ ବଣ ଜଙ୍ଗଲରେ ବନଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଜଙ୍ଗଲରେ ନିଆଁ ଜାଳି ଦେଉଥିବା ବେଳେ ବଣୁଆ ଜୀବଜ;ୁମାନେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି । ଜମନକିରା ବ୍ଲକ […]
Read More...

Advertisement