Jajpur News
ଜିଲ୍ଲା 

ବଢ଼ୁଛି ଦୁର୍ଘଟଣା ଜନିତ ମୃତୁ୍ୟ: ଗତ ୨୪ ଘଣ୍ଟାରେ ୪ସଡ଼କ ଦୂର୍ଘଟଣାରେ ଗଲା ୧୩ ଜୀବନ

ବଢ଼ୁଛି ଦୁର୍ଘଟଣା ଜନିତ ମୃତୁ୍ୟ: ଗତ ୨୪ ଘଣ୍ଟାରେ ୪ସଡ଼କ ଦୂର୍ଘଟଣାରେ ଗଲା ୧୩ ଜୀବନ ନୂଆପଡା/ଅନୁଗୁଳ/ବାଲେଶ୍ୱର/ଯାଜପୁର: କୁହାଯାଏ ଦ୍ରୁତଗତି, ମହାବିପତ୍ତି ସଡ଼କ ସୁରକ୍ଷା, ଜୀବନ ରକ୍ଷା । ନୂଆପଡ଼ା ସ୍ଥାନୀୟ ମହାମାୟା କଲେଜ ପାଖରେ ମଙ୍ଗଳବାର ଏକ ମର୍ମ;ୁଦ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ଅଲଟୋ କାର ରାସ୍ତା ତଳକୁ ଖସି ଗଛରେ ପିଟି ହେବାରୁ ୬ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଶିଶୁ ସମେତ ୬ ଜଣ ଅଛନ୍ତି । ଏଥିରେ ଜଣେ ଗୁରୁତର ହୋଇ ନୂଆପଡା ମୁଖ୍ୟ […]
Read More...
ଓଡ଼ିଶା 

ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଞ୍ଚିଲା

ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଞ୍ଚିଲା ଯାଜପୁର: ଯାଜପୁର ଜିଲ୍ଲାରେ ଆଜି ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଞ୍ଚିଛି । ସେଥିମଧ୍ୟରୁ ଜଣେ ଭଲ ହୋଇଯାଇଥିବା ବେଳେ ଅନ୍ୟ ୫୪ ଜଣ ଚିକିତ୍ସିତ ହେଉଛନ୍ତି । ଆଜି ଚିହ୍ନଟ ହୋଇଥିବା ଦୁଇ ଜଣ ବ୍ୟକ୍ତି ପୁରୁଷ ଅଟନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣକର ବୟସ ୫୭ ହୋଇଥିବା ବେଳେ ଅନ୍ୟ ଜଣକର ବୟସ ୬୫ ବର୍ଷ । ରାଜ୍ୟ ସ୍ୱାସ୍ଥ୍ୟ ଓ […]
Read More...

Advertisement