Jaish-e-Mohammad
ଦେଶ- ବିଦେଶ 

ଉତ୍ତରାଖଣ୍ଡର ୬ ରେଲେ୍‌ୱ ଷ୍ଟେସନ୍‌ ଓ କେତେକ ଧର୍ମପୀଠରେ ବିସ୍ପୋରଣ ଧମକ

ଉତ୍ତରାଖଣ୍ଡର ୬ ରେଲେ୍‌ୱ ଷ୍ଟେସନ୍‌ ଓ କେତେକ ଧର୍ମପୀଠରେ ବିସ୍ପୋରଣ ଧମକ ଉତ୍ତରାଖଣ୍ଡ: ମେ ୦୯: ରୁର୍କି ରେଲେ୍‌ୱ ଷ୍ଟେସନ୍‌ର ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ଇ-ମମେଲ୍‌ ମାଧ୍ୟମରେ ଏକ ଧମକ ପୂର୍ଣ୍ଣ ଚିଠି ମିଳିଥିବା ନେଇ ଅଭିଯୋଗ ହୋଇଛି । ଉକ୍ତ ଚିଠିରେ ଉତ୍ତରାଖଣ୍ଡରେ ଥିବା ୬ ରେଳଷ୍ଟେସନ୍‌ ସମେତ କେତେକ ଧର୍ମପୀଠରେ ବୋମା ବିସ୍ପୋରଣ କରି ନଷ୍ଟ କରିଦିଆଯିବ ଲେଖାଯାଇଛି । ଉତ୍ତରାଖଣ୍ଡ ପୋଲିସ ମହାନିର୍ଦେଶକ ଅଶୋକ କୁମାରଙ୍କ ସୂଚନା ଅନୁସାରେ, ୭ ତାରିଖ ସନ୍ଧ୍ୟା ସମୟରେ ଏହି ଧମକପୂର୍ଣ୍ଣ ଚିଠି ମିଳିଥିଲା । ସେଥିରେ ମେ ୨୧ ତାରିଖ ଦିନ […]
Read More...
ଦେଶ- ବିଦେଶ  ଅପରାଧ 

ପୁଲଓ୍ୱ।ମ।ରେ ଏନକ।ଉଣ୍ଟର: ପୁଣି ୩ ଆତଙ୍କବାଦୀ ନିହତ

ପୁଲଓ୍ୱ।ମ।ରେ ଏନକ।ଉଣ୍ଟର: ପୁଣି ୩ ଆତଙ୍କବାଦୀ ନିହତ ଶ୍ରୀନଗର: ଜାନୁଆରୀ ୦୫: ବର୍ଷ ଆରମ୍ଭରୁ ଭ।ରତୀୟ ଯବ।ନଙ୍କୁ ବଡ ସଫଳତ। । ପୁଲଓ୍ୱ।ମ।ରେ ସୁରକ୍ଷ।ବ।ହିନୀ ଓ ଆତଙ୍କବ।ଦୀ ଏନକ।ଉଣ୍ଟରରେ ନିପାତ ହେଲେ ୩ ଆତଙ୍କବ।ଦୀ । ଆତଙ୍କବ।ଦୀ ଲଶ୍କର-ଏ-ତୋଏବ।ର ସଦସ୍ୟ ବୋଲି କୁହ।ଯ।ଉଛି । ବର୍ତ୍ତମ।ନ ସେମାନଙ୍କର ପ୍ରକୃତ ପରିଚୟ ମିଳିପାରିନାହିଁ। ଏହ।ପୂର୍ବରୁ ବୁଧବ।ର ଦିନ କୁଲଗ।ମର ମିରହ।ମ।ରେ ପ।କିସ୍ତ।ନୀ ଜୈଶ କମ।ଣ୍ଡରଙ୍କ ସମେତ ତିନିଜଣ ଆତଙ୍କବ।ଦୀ ନିହତ ହୋଇଥିଲେ । ତେବେ ସୂଚନା ଅନୁସାରେ ଆତଙ୍କବ।ଦୀଙ୍କ ଉପସ୍ଥିତି ସମ୍ପର୍କରେ ସୁରକ୍ଷ। ବ।ହିନୀ ଖବର ପାଇଲାପରେ […]
Read More...
ଦେଶ- ବିଦେଶ 

ଆତଙ୍କବାଦୀ ନିରୋଧୀ ଅଭିଯାନ: ଶ୍ରୀନଗର ଉପକଣ୍ଠରେ ୩ ଆତଙ୍କବାଦୀ ମୃତ

ଆତଙ୍କବାଦୀ ନିରୋଧୀ ଅଭିଯାନ: ଶ୍ରୀନଗର ଉପକଣ୍ଠରେ ୩ ଆତଙ୍କବାଦୀ ମୃତ ଶ୍ରୀନଗର: ଡିସେମ୍ବର ୩୧: ଆତଙ୍କବାଦୀଙ୍କୁ ଜାମ୍ମୁ ଓ କଶ୍ମୀରରୁ ନିପାତ କରିବା ପାଇଁ ସେନା ସୁରକ୍ଷା ବଳୟଙ୍କ ଦ୍ୱାରା ଆତଙ୍କବାଦୀ ନିରୋଧୀ ଅଭିଯାନ ଚାଲିଛି । ଏହି ଅଭିଯାନ ଅନ୍ତର୍ଗତେ ଗତକାଲି ୮ ଜଣ ଆତଙ୍କବାଦୀଙ୍କ ମୃତୁ୍ୟ ହୋଇଥିଲା ବେଳେ ଆଜି ପୁଣି ୩ ଜଣଙ୍କର ମୃତୁ୍ୟ ହୋଇଛି । ଶ୍ରୀନଗର ଉପକଣ୍ଠରେ ନିରାପତ୍ତାବଳଙ୍କ ସହ ଗୁଳିବିନିମୟ କରି ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ କଶ୍ମୀର ପୋଲିସ ସୂଚନା ଦେଇଛି । One of […]
Read More...

Advertisement