jagarnath temple
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ରଥ ନଚଢିବାକୁ ଦଇତାପତି ନେବେ ୫୭ ଲକ୍ଷ ୬୦ ହଜାର ଟଙ୍କା
Published On
By Samaya Live
ଭୁବନେଶ୍ୱର: ମଇ ୩୦: ରଥ ନଚଢିବାକୁ ଦଇତାପତିଙ୍କୁ ଦିଆଯିବ ୫୭ ଲକ୍ଷ ୬୦ ହଜାର ଟଙ୍କା । ରଥଯାତ୍ରାରେ ପ୍ରାୟ ଅନେକ ସେବାୟତ ରଥରେ ଟଢିଯାନ୍ତି । ଫଳରେ ସାଧାରଣ ଲୋକଙ୍କ ଶ୍ରୀଜିଉ ଦର୍ଶନରେ ବାଧା ପହଁଚିଥାଏ । ତେବେ ସେଥିପାଇଁ ଏପରି ଏକ ନିଷ୍ପତ୍ତି ନିଆଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗଜପତିଙ୍କୁ ପ୍ରାପ୍ୟ ବାବଦରେ ଦିଆଯିବ ୨ ଲକ୍ଷ ୪୦ ହଜାର ଟଙ୍କା । ରଥଯାତ୍ରାକୁ ଆଉ ଅଳ୍ପ ଦିନ […]
ବିବାହ କରିବେ ପୁରୀ ଗଜପତି ମହାରାଜଙ୍କ ଝିଅ ଦେବଶି
Published On
By Samaya Live
ଭୁବନେଶ୍ୱର: ଫେବୃଆରୀ ୧୧: ପୁରୀ ର।ଜ। ଗଜପତି ଦିବ୍ୟ।ସିଂହ ଦେବଙ୍କ ଝିଅ ର।ଜକୁମ।ରୀ ଦେବଶିଙ୍କ ବିବ।ହ ସମ।ରୋହ ଆଜି ଅନୁଷ୍ଠିତ ହେବ। ସେ ଗୁରୁଗ।ଓଁର ର।ଜୀବ କେହେରଙ୍କ ପୁଅ ହରିୟ।ଣ।ର ବର୍ଡୱ।ନ୍ ର।ଜକୁମ।ର ଆଦିତ୍ୟ କେହେରଙ୍କୁ ବିବ।ହ କରିବ।କୁ ଯ।ଉଛନ୍ତି। ତାଙ୍କ ବିବ।ହ ପ।ଇଁ ବିସ୍ତୃତ ବ୍ୟବସ୍ଥ। କର।ଯ।ଇଛି। କୋଭିଡ ମହ।ମ।ରୀ ପ୍ରତିବନ୍ଧକ ପାଇଁ ଅଧିକ ଲୋକଙ୍କୁ ଏଥିରେ ସାମିଲ କରାଯାଇ ନାହିଁ। ଏଥିପାଇଁ ଦୁଇ ରାଜ ପରିବାର ଦୁଖଃ ପ୍ରକାଶ କରିଛନ୍ତି। ଭୁବନେଶ୍ୱର ମେ ଫେୟାରରେ […]
ଶ୍ରୀମନ୍ଦିରରେ କମିଲ। ଦର୍ଶନ ସମୟ
Published On
By Samaya Live
ପୁରୀ: ଜାନୁଆରୀ ୦୭: ଶ୍ରୀମନ୍ଦିରରେ କମିଲ। ଦର୍ଶନ ସମୟ । ର।ଜ୍ୟରେ ଆଜିଠୁ ନ।ଇଟ୍ କର୍ଫ୍ୟୁ ଲ।ଗୁ ହେଉଥିବ।ରୁ ଏଭଳି ନିଷ୍ପତ୍ତି ନିଆଯ।ଇଛି । ଏଣିକି ର।ତି ୮ଟ। ୩୦ମିନିଟରେ ବନ୍ଦ ହେବ ସର୍ବସ।ଧ।ରଣ ଦର୍ଶନ । ର।ତି ୮ଟ। ୩୦ରେ ବ।ରିକେଡରେ ପ୍ରବେଶ ବନ୍ଦ ପ।ଇଁ ନିର୍ଦ୍ଦେଶ ଦିଆଯ।ଇଛି । ଅନିର୍ଦ୍ଦିଷ୍ଟ କ।ଳ ଯ।ଏଁ ଏହି ନିୟମ ଲ।ଗୁ ହେବା ନେଇ ଘୋଷଣା କରିଛି ଶ୍ରୀମନ୍ଦିର ପ୍ରଶାସନ ।
ନୂଆ ବର୍ଷରେ ହୋଇପ।ରିବନି ଜଗ। ଦର୍ଶନ !
Published On
By Samaya Live
ପୁରୀ: ଡିସେମ୍ବର ୧୧: ନୂଆ ବର୍ଷରେ ହୋଇପ।ରିବନି ଜଗ। ଦର୍ଶନ । କରୋନ। ସଂକମ୍ରଣକୁ ଦୃଷ୍ଟିରେ ରଖି ଆସନ୍ତ। ଡିସେମ୍ବର ୩୧, ଜ।ନୁଆରୀ ୧ ଓ ୨ ତ।ରିଖରେ ସମ୍ପୂର୍ଣ୍ଣ ବନ୍ଦ ରହିବ ମନ୍ଦିର । ଶ୍ରୀମନ୍ଦିର ପ୍ରଶ।ସନ ଏହି ନିଷ୍ପତି ନେଇଛି। କେବଳ ନୀତି ପୂଜ। ପ।ଇଁ ସୀମିତ ସେବ।ୟତଙ୍କୁ ମନ୍ଦିର ପ୍ରବେଶ ନେଇ ଅନୁମତି ରହିବ । ନୂଆ ବର୍ଷରେ ସ।ମ୍ଭ।ବ୍ୟ ଭିଡକୁ ଦୃଷ୍ଟିରେ ରଖି ପ୍ରଶ।ସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି। ଅନ୍ୟପଟେ […]

