jagannath temple update
ଓଡ଼ିଶା 

ଶ୍ରୀମନ୍ଦିର ଖୋଲିବା ପାଇଁ ନୂଆ ଏସ୍‌ଓପି ଜାରି

ଶ୍ରୀମନ୍ଦିର ଖୋଲିବା ପାଇଁ ନୂଆ ଏସ୍‌ଓପି ଜାରି ଭୁବନେଶ୍ୱର, ଅଗଷ୍ଟ ୧୧: ପୁରୀ ଶ୍ରୀମନ୍ଦିର ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୂଆ ଏସ୍‌ଓପି ଜାରି କରିଛନ୍ତି । ଆଧାର କାର୍ଡ ଦେଖାଇ ପୁରୀବାସୀ କାଳିଆଙ୍କ ଦର୍ଶନ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଥିଲାବେଳେ ସାଧାରଣ ଲୋକଙ୍କ ପାଇଁ ଆର୍‌ଟିପିସିଆର୍‌ ଟେଷ୍ଟ ରିପୋର୍ଟ କିମ୍ବା ଦୁଇ ଡ଼ୋଜ୍‌ ଟିକା ନେବାର ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ଦୁଇ ଦିନ ଅର୍ଥାତ୍‌ ୧୨ ତାରିଖରୁ୧୩ ତାରିଖ ଦୁଇ ଦିନ କେବଳ ସେବାୟତଙ୍କ ପରିବାର ଲୋକ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ […]
Read More...

Advertisement