Jagannath Sanstuti
ଜୀବନଚର୍ଯ୍ୟା 

ରାମ ରୋଚକ ତରକାରୀ

ରାମ ରୋଚକ ତରକାରୀ ଆମ ଓଡ଼ିଆ ସଂସ୍କୃତିରେ ଏହି ବ୍ୟଞ୍ଜନର ବିଶେଷ ମହତ୍ୱ ରହିଛି । ରଥଯାତ୍ରା ସମୟରେ ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ସୁଭଦ୍ରାଙ୍କ ପାଖରେ ଲକ୍ଷ ଲକ୍ଷ ବ୍ୟଞ୍ଜନ ପରଷା ଯାଏ । ଏହି ବ୍ୟଞ୍ଜନ ମଧ୍ୟ ରାମ ରୋଚକ ତରକାରୀ ଅନ୍ୟତମ । ଏଥିରେ ପିଆଜ ଓ ରସୁଣ ବ୍ୟବହାର କରାଯାଇନଥାଏ । ତେବେ ଆସନ୍ତୁ ଜାଣିବା ଏହି ବ୍ୟଞ୍ଜନର ପ୍ରସ୍ତୁତି ବିଷୟରେ- ଆବଶ୍ୟକୀୟ ସାମଗ୍ରୀ ଦୁଇ ଘଣ୍ଟା ବତୁରା ଯାଇଥିବା ମୁଗ, ନାଲି ଲଙ୍କା, […]
Read More...

Advertisement