Jagannath Parampara
ଓଡ଼ିଶା 

ଯମୁନା ଗାଧୁଆ ବୁଡ଼ ପରମ୍ପରା କ୍ଷୁର୍ଣ୍ଣ ଉଦ୍ୟମକୁ ବିରୋଧ;ଆନ୍ଦୋଳନ ଚେତାବନୀ

ଯମୁନା ଗାଧୁଆ ବୁଡ଼ ପରମ୍ପରା କ୍ଷୁର୍ଣ୍ଣ ଉଦ୍ୟମକୁ ବିରୋଧ;ଆନ୍ଦୋଳନ ଚେତାବନୀ Reported by Nrusinga Charan Mohanty ପୁରୀ,୨୩ା୫(ସବ୍ୟୁ):ଶ୍ରୀଜଗନ୍ନାଥ ସଂସ୍କୃତିରେ ସ୍ୱତନ୍ତ୍ର ସ୍ଥାନ ବହନ କରିଥିବା ମଙ୍ଗଳାଘାଟର ଯମୁନା ଗାଧୁଆ ବୁଡ ଭଳି ପ୍ରାଚୀନ ଐତିହ୍ୟ ସମ୍ପନ୍ନ ଆଧ୍ୟାତ୍ମିକ ଉତ୍ସବକୁ ବନ୍ଦ କରିଦେବା ଲକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଘରୋଇ ସଂସ୍ଥା ହାତରେ ଏହି ଉତ୍ସବ ସ୍ଥଳକୁ ଟେକି ଦିଆଯାଇଛି ବୋଲି ଯମୁନା ଗାଧୁଆ ବୁଡ ଓ ନନ୍ଦୋତ୍ସବ ସୁରକ୍ଷା ସମିତି ଅଭିଯୋଗ କରିଛି । ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଜୟନ୍ତ କୁମାର […]
Read More...

Advertisement