ISRO's historic achievement
ଦେଶ- ବିଦେଶ 

ଇସ୍ରୋର ଐତିହାସିକ ସଫଳତା, ଏକାସାଙ୍ଗରେ ଲଞ୍ଚ ହେଲା ୯ଟି ସାଟେଲାଇଟ୍‌

ଇସ୍ରୋର ଐତିହାସିକ ସଫଳତା, ଏକାସାଙ୍ଗରେ ଲଞ୍ଚ ହେଲା ୯ଟି ସାଟେଲାଇଟ୍‌ ଦିଲ୍ଲୀ: ଇସ୍ରୋ ବା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଆଜି ଏକ ଐତିହାସିକ ସଫଳତା ହାସଲ କରିଛି । ଇସ୍ରୋ ଏକାସାଙ୍ଗରେ ୯ଟି ସାଟେଲାଇଟ୍‌କୁ ଲଞ୍ଚ କରିଛି । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ଆଜି ଦିନ ୧୨ ଟାରେ ଇସ୍ରୋ ତରଫରୁ ତାମିଲନାଡୁର ଶ୍ରୀହରିକୋଟାର ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଆଶନସେଟ-୩ ଓ ଭୂଟାନର ଏକ ଉପଗ୍ରହ ସମେତ ମୋଟ ୯ ଟି ଛୋଟ ସାଟେଲାଇଟକୁ ପିଏସଏଲଭି -ସି୫୪/ଇଓଏସ-୦୬ ମିଶନ କ୍ରମରେ ଲଞ୍ଚ କରିଛି । […]
Read More...

Advertisement