islamic-centre-grand-mosque-collapses-after-fire-break
ବିଶ୍ବ 

ଇଣ୍ଡୋନେସିଆ : ମସଜିଦ ରେ ଭୟଙ୍କର ଅଗ୍ନିକାଣ୍ଡ,ଭୁଶୁଡିପଡିଲା ବିଶାଳ ଗମ୍ବୁଜ

ଇଣ୍ଡୋନେସିଆ : ମସଜିଦ ରେ ଭୟଙ୍କର ଅଗ୍ନିକାଣ୍ଡ,ଭୁଶୁଡିପଡିଲା ବିଶାଳ ଗମ୍ବୁଜ ଇଣ୍ଡୋନେସିଆ : ଇଣ୍ଡୋନେସିଆର ଜାକର୍ତ୍ତାସ୍ଥିତ ଏକ ମସଜିଦରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଏକ ବିଶାଳ ଗମ୍ବୁଜ ଭୁଶୁଡି ପଡିଛି I ସୋସିଆଲ ମିଡିଆରେ ଦେଖାଯାଉଥିବା ଦୃଶ୍ୟରେ ଏହି ଗମ୍ବୁଜ ର ଉପରିଭାଗ ହୁତୁ ହୁତୁ ହୋଇ ଜାଳୁଥିବାର ଦେଖା ଯାଉଥିଲା ଇ ତେବେ ସ୍ଥାନୀୟ ଗଲ୍ଫ ମିଡ଼ିଆ ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନାହିଁ। ମସଜିଦ ର ମରାମତି କାର୍ଯ୍ୟ ଚାଲିଥିବା ବେଳେ ଗମ୍ବୁଜର ନିଆଁ ଲାଗିଥିବାର କୁହାଯାଉଛି। ନିଆଁ ଏତେ ଦ୍ରୁତ ଗତିରେ […]
Read More...

Advertisement