irregularities in teacher recruitment in Odisha
ଜିଲ୍ଲା 

ଭବାବୀପାଟଣାରେ ଶିକ୍ଷକ ନିଯୁକ୍ତିରେ ଅନୀୟମିତତା ଅଭିଯୋଗ

ଭବାବୀପାଟଣାରେ ଶିକ୍ଷକ ନିଯୁକ୍ତିରେ ଅନୀୟମିତତା ଅଭିଯୋଗ ଭବାନୀପାଟଣା : ଚଳିତ ବର୍ଷ ୨୦୨୨ ଚୁକ୍ତି ଭିତିକ ଶିକ୍ଷକ ନିଯୁକ୍ତି ଅନୀୟମିତତା ଓ ଦୁର୍ନୀତି ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଉଚ୍ଚ ମାଧ୍ୟମିକ ଆଶାୟୀ ଶିକ୍ଷକ ସଂଘ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥି ସହିତ ଏକ ୭ ଦଫଅ ଦାବୀ ସମ୍ବଳିତ ଦାବୀପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଦାବୀଗୁଡିକ ମଧ୍ୟରେ ଚଳିତବର୍ଷ ଠିକା ହାଇସ୍କୁଲ ଶିକ୍ଷକ (ଆଇ.ଏ.ଟି) ରେ ହୋଇଥିବା କର୍ପୋରେସନ୍‌ ପାଇଁ […]
Read More...

Advertisement