Iron Ore to China
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଚୀନ୍ ଯିବା ପାଇଁ ପାରାଦୀପ ବନ୍ଦରରେ ଲାଗିଛି ୨୦ ଲୁହାପଥର ଜାହାଜ; ଭାରତ ରକ୍ଷା ମଞ୍ଚର କଡା ବିରୋଧ
Published On
By Samaya Live
ଭୁବନେଶ୍ୱର : ଜୁନ ୨୦:ପାରାଦୀପ ବନ୍ଦରରେ ଲାଗିଛି ୨୦ ଲୁହାପଥର ଜାହାଜ । ଏଗୁଡ଼ିକ ଲୁହାପଥର ନେଇ ଚୀନ ଯିବା ପାଇଁ ପ୍ରସ୍ତୁତ ହେଉଥିବାରୁ ଏହାକୁ ବିରୋଧ କରିଛି ଭାରତ ରକ୍ଷା ମଞ୍ଚ । ମଞ୍ଚ ପକ୍ଷରୁ ଏହା ବିରୁଦ୍ଧରେ ରଣହୁଙ୍କାର ଦିଆଯାଇଛି । ଗୁଲୱାନ ଉପତ୍ୟକାରେ ଶହୀଦ ହୋଇଥିବା ୨୦ ବୀର ଯବନାଙ୍କ ପାଇଁ ଚୀନକୁ ଦାୟୀ କରିଛି ଏହି ମଞ୍ଚ । ପ୍ଲାକାର୍ଡ ଧରି ଚୀନ୍ ବରୋଧରେ ନାରାବାଜି କରିଛନ୍ତି ମଞ୍ଚର ସଦସ୍ୟ । […]

