IPL
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ହାର୍ଦ୍ଦିକ୍ ସମ୍ଭାଳିବେ ଦଳର ନେତୃତ୍ୱ
Published On
By Samaya Live
ନୂଆଦିଲ୍ଲୀ: ମଇ ୧୯: ଗୋଟିଏ ସପ୍ତାହ ପରେ ସରିବ ଆଇପିଏଲ ୨୦୨୨ । ଏହା ପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ ଖେଳିବ । ଏହା ଜୁନ ୯ରୁ ଆରମ୍ଭ ହେବ । ଚଳିତ ମ୍ୟାଚରେ ବିଭିନ୍ନ ବଡ ବଡ ଖେଳାଳୀ ସାମିଲ ହେବେ ନାହିଁ । ଦଳର ଅଧିନାୟକ ରୋହିତ ଶର୍ମା ମଧ୍ୟ ସିରିଜ୍ ଖେଳିବେ ନାହିଁ । ଏସିଆ କପ୍ ଏବଂ ଟି-୨୦ ବିଶ୍ କପକୁ ଦୃଷ୍ଟିରେ ରଖି ଦଳର ପ୍ରମୁଖ […]
ଡ୍ରିମ୍ ହାତେଇଲା ଆଇପିଏଲ୍ ପ୍ରାୟୋଜକ ଅଧିକାର
Published On
By Samaya Live
ମୁମ୍ବାଇ, ଅଗଷ୍ଟ ୧୮: ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଆଇପିଏଲ୍ର ୧୩ତମ ସଂସ୍କରଣ ପାଇଁ ଟାଇଟଲ୍ ପ୍ରାୟୋଜକ ଅଧିକାର ଫାଣ୍ଟାସି ସ୍ପୋର୍ଟ୍ସ ଲିଗ୍ ପ୍ଲାଟ୍ଫର୍ମ ଡ୍ରିମ୍ ଇଲେଭେନ୍କୁ ଦେଇଛି । ଡ୍ରିମ୍ ଇଲେଭେନ୍ ପୂର୍ବରୁ ବିସିସିଆଇର ପାର୍ଟନର ରହିଆସିଛି । ସ୍ପନ୍ସର ଦୌଡ଼ରେ ଆଗରେ ଥିବା ଟାଟା ସନ୍ସକୁ ପଛରେ ପକାଇ ଡ୍ରିମ୍ ଏହି ଅଧିକାର ହାସଲ କରିଛି । ଏଥିପାଇଁ ହୋଇଥିବା ବିଡ୍ରେ ଡ୍ରିମ୍ ୨୨୨ କୋଟିର ଲଗାଇ ଏହି ଅଧିକାର ହାସଲ କରିଛି। […]
ଆଜି ଆଇପିଏଲ୍ ପ୍ରାୟୋଜକ ନିଷ୍ପତ୍ତି !
Published On
By Samaya Live
ଭୁବନେଶ୍ୱର, ଅଗଷ୍ଟ ୧୮: ଚାଇନା କମ୍ପାନୀ ଭିଭୋ ବର୍ଷକ ପାଇଁ ଆଇପିଏଲ ସ୍ପନ୍ସରସିପ୍ରୁ ହଟିବା ପରେ କିଏ ଚଳିତ ସିଜନର ପ୍ରାୟୋଜକ ହେବ ତାହାକୁ ନେଇ କସରତ ଚାଲିଛି । ଗତବର୍ଷରୁ ଅର୍ଥାତ୍ ଡିସେମ୍ବର ୩୧ ପରେ ଭିଭୋ ଚୁକ୍ତି ଅନୁସାରେ ପ୍ରାୟୋଜକ ରହିବ । ତେବେ ୧୮ ଗଷ୍ଟରୁ ୩୧ ଡିସେମ୍ବର ମାତ୍ର ୪ ମାସ ପାଇଁ ନୂଆ ପ୍ରାୟୋଜକ ସନ୍ଧାନରେ ରହିଛି ବିସିସିଆଇ । ସେଥିପାଇଁ ଆଜି ବିସିସିଆଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ […]
ଆଇପିଏଲରେ ହ୍ୟାଟ୍ରିକ
Published On
By Samaya Live
By Shakti Prakash Nanda ନୂଆଦିଲ୍ଲୀ, ୧୬ା୫(ଏଜେନ୍ସି): ଆଇପିଏଲରେ ହ୍ୟାଟ୍ରିକ୍ ୱିକେଟ୍ ସଫଳତା ଖୁବ କମ ବୋଲରଙ୍କୁ ମିଳିଛି । ହେଲେ ହ୍ୟାଟି୍ରକ ୱିକେଟ୍ ନେବାର ଅନୁଭବ ସ୍ୱତନ୍ତ୍ର । ୨୦୦୮ରୁ ଆରମ୍ଭ ଆଇପିଏଲ୍ ଆରମ୍ଭ ହୋଇଥିଲା । ୧୨ଟି ସଂସ୍କରଣ ମଧ୍ୟରେ ବୋଲର ୧୯ଥର ହ୍ୟାଟି୍ରକ ୱିକେଟ୍ ସଫଳତା ଲାଭ କରିଛନ୍ତି । ପ୍ରଥମ ସଂସ୍କରଣରେ ୩ଟି ହ୍ୟାଟି୍ରକ ଏବଂ ୨୦୧୯ ସଂସ୍କରଣରେ ୨ଟି ହ୍ୟାଟ୍ରିକ ୱିକେଟ୍ ସଫଳତା ମିଳିଥିଲା । ୭ଜଣ ଦ୍ରୁତ ବୋଲର […]
୨୦୨୨କୁ ଘୁଞ୍ଚିପାରେ ଟି-୨୦ ବିଶ୍ୱକପ୍
Published On
By Samaya Live
By Papu Mohanty ନୂଆଦିଲ୍ଲୀ : May 15: ଚଳିତବର୍ଷ ଅକେଫାବର ୧୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଆଇସିସି ଟି-୨୦ ବିଶ୍ୱକପ୍ ଖେଳାଯିବାର ଅଛି । କିନ୍ତୁ ଦିନକୁ ଦିନ କରୋନା ଭାଇରସ ଆତଙ୍କ ବଢ଼ୁଥିବାରୁ ବିଶ୍ୱକପ୍ ଆୟୋଜନ ସମ୍ଭବ ମନେ ହେଉନାହିଁ । ଆଗାମୀ ୨୮ ତାରିଖରେ ଆଇସିସିର ବିଶ୍ୱ ଗଭର୍ଣ୍ଣିଂ ବଡ଼ି ବୈଠକ ଅନୁଷ୍ଠିତ ହେବାର ଅଛି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଟି-୨୦ ବିଶ୍ୱକପ୍କୁ ୨୦୨୨କୁ ସ୍ଥାନାନ୍ତର କରିବା ପାଇଁ […]

