IPL 2021
ମନୋରଞ୍ଜନ 

‘ଦୀପବୀର’ ଯୋଡ଼ି କିଣିବେ ନୂଆ ଆଇପିଏଲ ଟିମ୍‌ !

‘ଦୀପବୀର’ ଯୋଡ଼ି କିଣିବେ ନୂଆ ଆଇପିଏଲ ଟିମ୍‌ ! ମୁମ୍ବାଇ: ସିନେମା ଏବଂ କ୍ରିକେଟର ସମ୍ପର୍କ ବହୁତ ପୁରୁଣା । କେତେକ କ୍ରିକେଟର୍‌ ଫିଲ୍ମ ଷ୍ଟାରଙ୍କୁ ବିବାହ କରିଥିବା ବେଳେ ଅନେକ ଷ୍ଟାର କ୍ରିକେଟ୍‌ ଟିମ୍‌ କିଣିଛନ୍ତି । ଏପରି ସେଲିବ୍ରେଟିଙ୍କ ମଧ୍ୟରେ ଜୁହି ଚାୱଲା, ଶାହରୁଖ ଖାନ ଏବଂ ପ୍ରୀତି ଜିଣ୍ଟା ପରି ଷ୍ଟାର ସାମିଲ ଅଛନ୍ତି । ଆଉ ଏବେ ତାଲିକାରେ ଯୋଡ଼ି ହେବାକୁ ଯାଉଛନ୍ତି ରଣବୀର ସିଂହ ଏବଂ ଦୀପିକା ପାଦୁକୋନ । ସୂତ୍ର ଅନୁଯାୟୀ ଆଗାମୀ ବର୍ଷର ଆଇପିଏଲରେ ଦୀପବୀର ଯୋଡ଼ି […]
Read More...

Advertisement