International Space Station (ISS)
ବିଶ୍ବ 

ମହାକାଶରେ ‘ଫ୍ଲେଟିଙ୍ଗ ପିଜ୍ଜା’ ପାର୍ଟି

ମହାକାଶରେ ‘ଫ୍ଲେଟିଙ୍ଗ ପିଜ୍ଜା’ ପାର୍ଟି ପୃଥିବୀରେ ପିଜ୍ଜା ପ୍ରାୟ ସମସ୍ତଙ୍କର ପ୍ରିୟ । ତେଣୁ ଜନ୍ମ ଦିନ ହେଉ କିମ୍ବା କିଛି ସଫଳତାର ଉତ୍ସବ, ଆଜିକାଲି ସମସ୍ତଙ୍କୁ ପିଜ୍ଜା ପାର୍ଟି କରୁଥିବାର ଦେଖିବାକୁ ମିଳୁଛି । ହେଲେ ଅନ୍ତରୀକ୍ଷରେ ପିଜ୍ଜା ପାର୍ଟି, ଶୁଣିଲେ ଟିକେ ଅଜବ ଲାଗୁଛି । ନିକଟରେ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ୍‌ (ଆଇ ଏସ୍‌ ଏସ୍‌)ର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସ୍ପେସ୍‌ ଷ୍ଟେସନ୍‌ର ଅନ୍ତରୀକ୍ଷ ଯାତ୍ରୀ ପିଜ୍ଜାର ମଜା ନେଉଛନ୍ତି । ସେଠାରେ ‘ଫ୍ଲୋଟିଙ୍ଗ ପିଜ୍ଜା’ […]
Read More...

Advertisement