international jabbadi plyer
ଅପରାଧ 

ଅନ୍ତର୍ଜାତୀୟ କବାଡି ଖେଳାଳି ସନ୍ଦୀପ ନଙ୍ଗଲଙ୍କୁ ଗୁଳି କରି ହତ୍ୟା

ଅନ୍ତର୍ଜାତୀୟ କବାଡି ଖେଳାଳି ସନ୍ଦୀପ ନଙ୍ଗଲଙ୍କୁ ଗୁଳି କରି ହତ୍ୟା ନୂଆଦିଲ୍ଲୀ: ମାର୍ଚ୍ଚ ୧୫: କବାଡି ଟୁର୍ଣ୍ଣାମେଣ୍ଟ ସମୟରେ ଖେଳାଳି ସନ୍ଦୀପ ନଙ୍ଗଲଙ୍କୁ ଗୁଳି କରି ହତ୍ୟା । ସନ୍ଦୀପ ନଙ୍ଗଲ ଏକ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ସେଠାକୁ ଯାଇଥିଲେ । ତେବେ ଗୁଳିମାଡ଼ ସମୟରେ ସେଠାରେ ଶହ ଶହ ଲୋକ ଉପସ୍ଥିତ ଥିଲେ । ଏହି ଘଟଣା ପରେ ଷ୍ଟାଡ଼ିୟମରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା । ପ୍ରାଥମିକ ତଦନ୍ତ ଅନୁସାରେ ମଲ୍ଲିଆରେ ଏକ ବଡ ଟୁର୍ଣ୍ଣାମେଣ୍ଟ ଚାଲିଥିଲା । ମ୍ୟାଚ୍ ଚାଲିଥିବା ବେଳେ କାରରେ ସେଠାରେ ୧୦ରୁ […]
Read More...

Advertisement