international cricket
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଅନ୍ତର୍ଜାତୀୟ କ୍ରିକେଟକୁ ମୋର୍ଗାନଙ୍କ ବାଏ ବାଏ
Published On
By Samaya Live
ଦିଲ୍ଲୀ: ଜୁନ୍ ୩୦: ସରିଗଲା ଇଓନ ମୋର୍ଗାନ ଯୁଗ । ଆଉ ଇଂଲଣ୍ଡ ପାଇଁ ସେ ଖେଳିବେନି । କାରଣ ମୋର୍ଗାନ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ମୋର୍ଗାନଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ପ୍ରଥମଥର ପାଇଁ ୨୦୧୯ରେ ଦିନିକିଆରେ ବିଶ୍ୱ ଜିତିବାର କୀର୍ତ୍ତିମାନ ହାସଲ କରିଥିଲା । ହେଲେ ଏବେ ଆଉ ତାଙ୍କ ଇଂଲଣ୍ଡର ଜର୍ସିରେ ଦେଖିବାକୁ ମିଳିବ ନାହିଁ । ୨୦୧୯ ବିଶ୍ୱକପ ପରଠାରୁ ବାମହାତୀ ବ୍ୟାଟର ମୋର୍ଗାନ ନିଜର ଫିଟନେଶ ଓ ଫର୍ମକୁ ନେଇ […]
ରସ୍ ଟେଲର ନେବେ ଅନ୍ତର୍ଜ।ତୀୟ କ୍ରିକେଟରୁ ଅବସର
Published On
By Samaya Live
ୱେଲିଂଟନ୍: ଡିସେମ୍ବର ୩୧: ନ୍ୟୁଜିଲ।ଣ୍ଡର ବ୍ୟ।ଟ୍ସମ୍ୟ।ନ୍ ରସ୍ ଟେଲର ଅନ୍ତର୍ଜ।ତୀୟ କ୍ରିକେଟରୁ ଅବସର ଘୋଷଣ। କରିଛନ୍ତି । ବ।ଂଲ।ଦେଶ ବିପକ୍ଷରେ ଟେଷ୍ଟରୁ ଏବଂ ଅଷ୍ଟ୍ରେଲିଆ ଓ ନେଦରଲ।ଣ୍ଡ୍ସ ବିପକ୍ଷରେ ଦିନିକିଆ ସିରିଜ ଖେଳି ଅନ୍ତର୍ଜ।ତୀୟ କ୍ରିକେଟରୁ ସନ୍ନ୍ୟ।ସ ନେବେ ବୋଲି ଟେଲର ସ୍ପଷ୍ଟ କରିଛନ୍ତି । ଟେଲର ଟ୍ୱିଟ କରି ଲେଖିଛନ୍ତି, ମୁଁ ଘୋଷଣ। କରୁଛି ଯେ, ଆସନ୍ତ। ଘରୋଇ ସିରିଜ ଖେଳି ଅନ୍ତର୍ଜ।ତୀୟ କ୍ରିକେଟରୁ ଅବସର ନେବି । ଦୀର୍ଘ ୧୭ବର୍ଷ ଧରି ମୋତେ ସମର୍ଥନ […]
ୱାନଡେ ସିରିଜ୍ର ଅଧିନାୟକ ପଦ ଛାଡୁନଥିଲେ କୋହଲି: ବିସିସିଆଇ ଦେଲେ ୪୮ ଘଣ୍ଟାର ଅଲ୍ଟିମାଟମ୍
Published On
By Samaya Live
ଦିଲ୍ଲୀ: ଡିସେମ୍ବର ୦୯: ଟି-୨୦ ବିଶ୍ୱକପରେ ଭାରତୀୟ କ୍ରିକେଟ ଦଳ ଖରାପ ପ୍ରଦର୍ଶନ କରି ହାରିବା ପରେ ଦଳରେ ଏକ ବିରାଟ ପରିବର୍ତ୍ତନ ଆସିଥିଲା । କୋହଲି ନିଜ ତରଫରୁ ଟି-୨୦ ଫର୍ମାଟରେ ଅଧିନାୟକ ପଦ ଛାଡିଦେଇଥିଲେ । ହେଲେ ଏହାରି ମଧ୍ୟରେ ବିସିସିଆଇ କମିଟି ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି । କମିଟି କୋହଲିଙ୍କ ହାତରୁ ୱାନଡେ ସିରିଜ୍ ବା ଦିନିକିଆ ଅଧିନାୟକ ପଦ ଛଡ଼ାଇ ନେଇଛି । ଦଳ ଖରାପ ପଦର୍ଶନ କରିବାରୁ […]

