international coffee day
ଜିଲ୍ଲା 

କୋରାପୁଟରେ ଆର୍ନ୍ତଜାତୀୟ କଫି ଦିବସ

କୋରାପୁଟରେ ଆର୍ନ୍ତଜାତୀୟ କଫି ଦିବସ କୋରାପୁଟ : ଅକ୍‌ଟୋବର ୨ : ଶନିବାର କୋରାପୁଟର କଫି ବୋର୍ଡଠାରେ ଆନ୍ତର୍ଜାତୀୟ କଫି ଦିବସ ପାଳନ ହୋଇଯାଇଛି । ବିଶ୍ୱର ବିଭିନ୍ନ ସ୍ଥାନରେ କଫି ପ୍ରେମୀ କଫିର ସ୍‌ୱାଦ ନେଉଥିବା ବେଳେ କୋରାପୁଟ କଫି ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି । କୋରାପୁଟର କଫିକୁ ନେଇ ସମସ୍ତେ ଉତ୍ସାହିତ ଥିବାବେଳେ କଫି ବୋର୍ଡ ଆନୁକୂଲ୍ୟରେ ‘ପୁରୁଣା ବସ୍ତ୍ର ଦେଇ କଫି କପେ ପିଅ’ ଆନ୍ତର୍ଜାତିକ କଫି ଦିବସରେ କୋରାପୁଟ କଫି ବୋର୍ଡର ଅଭିନବ ପ୍ରୟାସ ଆରମ୍ଭ […]
Read More...

Advertisement