international chess competition
ଦେଶ- ବିଦେଶ 

ଆନ୍ତର୍ଯାତୀୟ ଚେସ୍‌ ପ୍ରତିଯୋଗିତାରେ ସାମିଲ ହେଲେ ଓଡିଶାର ପଦ୍ମିନୀ ରାଉତ

ଆନ୍ତର୍ଯାତୀୟ ଚେସ୍‌ ପ୍ରତିଯୋଗିତାରେ ସାମିଲ ହେଲେ ଓଡିଶାର ପଦ୍ମିନୀ ରାଉତ ଭୁବନେଶ୍ୱର: ମଇ ୦୩: ଚେନ୍ନାଇରେ ହେବାକୁ ଯାଉଛି ୪୪ତମ ଚେସ୍ ଅଲିମ୍ପିଆଡ୍ । ସର୍ବଭାରତୀୟ ଚେସ୍ ଫେଡେରେସନ୍ ପକ୍ଷରୁ ଗତକାଲି ୨୦ ଜଣିଆ ଖେଳାଳି ତାଲିକା ପ୍ରକାଶ କରାଯାଇଛି । ଉଭୟ ପୁରୁଷ ଓ ମହିଳା ଦଳରେ ୧୦ ଜଣ ଲେଖାଏଁ ଖେଳାଲି ସାମିଲ ଅଛନ୍ତି । ତେବେ ଓଡ଼ିଶାରୁ ଏକ ମାତ୍ର ପ୍ରତିଯୋଗୀ ଭାବେ ପଦ୍ମିନୀ ରାଉତ ମହିଳା ଦଳରେ ସାମିଲ ହୋଇଛନ୍ତି । ମର୍ଯ୍ୟାଦାଜନକ ଚେସ୍ ଅଲିମ୍ପିଆଡ୍ ଜୁଲାଇ ୨୮ରୁ ଆରମ୍ଭ ହୋଇ ଅଗଷ୍ଟ […]
Read More...

Advertisement