international calls
ବାଣିଜ୍ୟ  ଦେଶ- ବିଦେଶ 

ଦେଶରେ ସଫଳ ହେଲା ୫-ଜି ପରୀକ୍ଷଣ

ଦେଶରେ ସଫଳ ହେଲା ୫-ଜି ପରୀକ୍ଷଣ ନୂଆଦିଲ୍ଲୀ: ମଇ ୨୦: ଭାରତରେ ହେଲା ଫାଇପ୍‌-ଜିର ସଫଳ ପରୀକ୍ଷଣ । ସର୍ବ ପ୍ରଥମେ ଆଇଆଇଟି ମାଡ୍ରାସରେ ଆଇଟି ମିନିଷ୍ଟର ଅଶ୍ୱିନୀ ବୈଷ୍ଣବ ପ୍ରଥମ କଲ୍‌ କରିଛନ୍ତି । ସଫଳ ହୋଇଛି ଦେଶର ପ୍ରଥମ ୫-ଜି କଲ୍‌ । ପୁରା ୫-ଜି ନେଟୱର୍କକୁ ଭାରତରେ ଡିଜାଇନ୍‌ କରାଯିବା ସହ ବିକଶିତ କରାଯାଇଥିବା ମନ୍ତ୍ରୀ ଟ୍ୱିଟ୍‌ କରିଛନ୍ତି । ଟେଲିକମ୍‌ ବିଭାଗ ପକ୍ଷରୁ ୫-ଜି ସ୍ପେକଫ୍ରମ ନିଲାମୀ ପ୍ରସ୍ତାବକୁ ମଂଜୁରୀ ଦେବା ପାଇଁ ଆସନ୍ତା ସପ୍ତାହରେ କେନ୍ଦ୍ର ମନ୍ତ୍ରିମଣ୍ଡଳ […]
Read More...

Advertisement