interesting story
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଯମଜ ବୟଜୈଷ୍ଠ ଭାବେ ବିଶ୍ୱ ରେକର୍ଡ
Published On
By Samaya Live
ଜାପାନ: ସପେ୍ଯେମ୍ବର ୨୨: ଦୁନିଆରେ ବିଭିନ୍ନ ପ୍ରକାରର ଗିନିଜ୍ ରେକର୍ଡ ରହିଛି । ତେବେ ବର୍ତ୍ତମାନ ଏକ ରେକର୍ଡ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜାପାନର ଦୁଇଜଣ ଭଉଣୀ ଏହି ନିଆରା ରେକର୍ଡ କରିଛନ୍ତି । କିନ୍ ନରିତା ଓ ଜିନ୍ କୈନି ପ୍ରାୟ ୨୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ଏହି ଦୁଇଜଣ ଦୁନିଆର ସବୁଠାରୁ ବୟଜୈଷ୍ଠ ଯମଜ ଭଉଣୀ ଭାବେ ଏହି ରେର୍କଡ କରିଛନ୍ତି । ଦୁଇଭଉଣୀଙ୍କ ଜନ୍ମ ୧୯୧୩ […]
୭ କିଲୋ ସୋୟାବିନରେ ଗଣେଶ ମୂର୍ତ୍ତି
Published On
By Samaya Live
ମହାରାଷ୍ଟ୍ର: ସେପ୍ଟେମ୍ବର ୧୩: ମହାରାଷ୍ଟ୍ରର ୱାଶିମ ଜିଲ୍ଲାରେ କେତେଜଣ ଚାଷୀ ସୋୟାବିନ ଦାନରୁ ଭଗବାନ ଗଣେଶଙ୍କ ଭବ୍ୟ ମୂର୍ତ୍ତି ନିର୍ମାଣ କରିଛନ୍ତି । ଜିଲ୍ଲାର କାମରଗାଁର ଜୟ ଭବାନୀ-ଜୟ ଶିବାଜୀ ସାର୍ବଜନିକ ଗଣେଶ ମଣ୍ଡଳ ଶ୍ରୀଗଣେଶଙ୍କ ଏହି ନିଆରା ମୂର୍ତ୍ତି ସ୍ଥାପନା କରିଛନ୍ତି । ସେମାନେ ମାଟି କିମ୍ବା ପ୍ଲାଷ୍ଟର ଅଫ୍ ପ୍ୟାରିସରେ ନକରି ସୋୟାବିନରେ ମୂର୍ତ୍ତି ତିଆରି କରିଛନ୍ତି । ଏହି ନିଆରା ପ୍ରତିମୂର୍ତ୍ତି ପ୍ରସ୍ତୁତ କରିବା ପାଇଁ ୭ କିଲୋଗ୍ରାମର ସୋୟାବିନ ଦାନ ଲାଗିଥିଲା […]
ମହାରାଷ୍ଟ୍ରର ମାରାଥନ ଲେଡି
Published On
By Samaya Live
ମହାରାଷ୍ଟ୍ର: ସେପ୍ଟେମ୍ବର ୧୧: ଯେପରି ଭାବେ ସାବିତ୍ରୀ ନିଜ ସ୍ୱାମୀ ସତ୍ୟବାନଙ୍କ ପ୍ରାଣକୁ ଯମରାଜଙ୍କଠାରୁ ଛଡ଼ାଇ ଆଣିଥିଲେ, ସେହିପରି ଭାବେ ମହାରାଷ୍ଟ୍ରର ଜଣେ ମହିଳା ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ପ୍ରତି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଦେଖାଇଛନ୍ତି । ପରିଣତ ବୟସରେ ଯେଉଁଠି ଲୋକମାନେ ଚାଲିବା ପାଇଁ କଷ୍ଟ କରିଥାନ୍ତି, ସେହି ବୟସରେ ୬୦ ବର୍ଷୀୟା ଲତା ଖରେ ଶାଢୀ ପିନ୍ଧି ଏକ ମାରାଥନରେ ଭାଗନେଇଥିଲେ ଏବଂ ବିଜୟୀ ମଧ୍ୟ ହୋଇଥିଲେ । ରିପୋର୍ଟ ଅନୁଯାୟୀ ୨୦୧୪ରେ ମହାରାଷ୍ଟ୍ରର […]
ଶ୍ରୀଗଣେଶଙ୍କୁ ୬ କୋଟି ଟଙ୍କାର ସୁନା ମୁକୁଟ ପନ୍ଧାଇଲେ ଭକ୍ତ
Published On
By Samaya Live
ପୁନେ: ସେପ୍ଟେମ୍ବର ୧୦: ଆଜି ମହା ଗଣେଶ ଚତୁର୍ଥୀ ଉପଲକ୍ଷେ ସମଗ୍ର ଭାରତରେ ଶ୍ରୀଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଉଛି । କରୋନା ନିୟମକୁ ମାନି କେତେକ ରାଜ୍ୟରେ ଗଣେଶ ପୂଜା ଚାଲୁଥିଲା ବେଳେ ଆଉ କେତେକ ରାଜ୍ୟରେ ପୂଜାକୁ କଡ଼ାକଡ଼ି କରାଯାଇଛି । କେରଳ, ମହାରାଷ୍ଟ୍ର ଓ ଦିଲ୍ଲୀରେ ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ସେଠାରେ ପୂଜାର ନିୟମକୁ କଡ଼ାକଡ଼ି କରାଯାଇଛି ଏବଂ ଭକ୍ତଙ୍କୁ ପୂଜା ପେଣ୍ଡାଲ ବାରଣ କରାଯାଇଛି । ସେହିପରି ମୁମ୍ବାଇରେ ୧୪୪ ଧାରା ଲାଗୁ […]
ଲୋକକଥା ଓ କଖାରୁ
Published On
By Samaya Live
ଭୁବନେଶ୍ୱର: ସେପ୍ଟେମ୍ବର ୯ : କଖାରୁର ଅନେକ ନାମ ସହିତ ବିଭିନ୍ନ ଉପକାରୀ ଗୁଣ ମଧ୍ୟ ରହିଛି । ଏହାସହ ଏହାକୁ ନେଇ କେତେକ ସ୍ଥାନରେ ଅଜବ ପରମ୍ପରା ମଧ୍ୟ ରହିଛି । ସେହିଭଳି ଆର୍ୟୁବେଦରେ ଏହାକୁ ଔଷଧୀୟ ଫଳ ରୂପେ ମାନତ୍ୟା ମଧ୍ୟ ଦିଆଯାଇଛି । ତେବେ ଏହାକୁ ନେଇ ରହିଥିବା କିଛି ଲୋକମାନତ୍ୟା ସମ୍ପର୍କରେ ତଥ୍ୟ: ମହିଳାଙ୍କ କାଟିବା ଉପରେ ବାରଣ କେତେ ସ୍ଥାନରେ ମହିଳାଙ୍କର କଖାରୁ କିମ୍ବା ପାଣି କଖାରୁ କାଟିବା ଉପରେ […]
ନିଆରା ସଙ୍ଗଠନ ‘ଫୁଡ୍ ଆର୍ମୀ’
Published On
By Samaya Live
ମୁମ୍ବାଇ : ସେପ୍ଟେମ୍ବର ୮: ପ୍ଲାଷ୍ଟିକ୍ ପୂରା ଦୁନିଆ ପାଇଁ ସମସ୍ୟାର କାରଣ ପାଲଟିଛି । ବିଭିନ୍ନ ଦେଶରେ ଏଥିରୁ ଜନ୍ମିତ ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ବିଶ୍ୱକୁ ଏହି ପ୍ଲାଷ୍ଟିକ୍ ପ୍ରଦୂଷଣରୁ ରୋକିବା ପାଇଁ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ହେବ । ମୁମ୍ବାଇର ‘ଫୁଡ୍ ଆର୍ମୀ’ ନାମକ ଏକ ସଂସ୍ଥା ଏ ଦିଗରେ ଅନେକ କାର୍ଯ୍ୟ କରୁଛି । ପ୍ଲାଷ୍ଟିକ୍ ପ୍ରଦୂଷଣ କମ କରିବା ପାଇଁ ସେମାନେ ଏକ […]
ଗୋବର ଦିଅ ସିଲିଣ୍ଡର ନିଅ
Published On
By Samaya Live
ବିହାର: ସେପ୍ଟେମ୍ବର ୭: ସାଧାରଣତ ଘରେ ସ୍ତ୍ରୀ ଲୋକମାନେ ରୋଷେଇ କରିଥାଆନ୍ତି । ଗାଁ ଗହଳିରେ ପୂରା ପରିବାର ପାଇଁ ଚୁଲିରେ ରୋଷେଇ କରିବା ଏକ କଠିନ କାମ । ଚୁଲିରୁ ନିର୍ଗତ ଧୂଆଁରୁ ସେମାନଙ୍କୁ ବିଭିନ୍ନ ରୋଗ ହେବାର ଆଶଙ୍କା ବଢିଥାଏ । ତେଣୁ ସମସ୍ତେ ଚାହାନ୍ତି ଆଧୁନିକ ପ୍ରଣାଳୀରେ ରୋଷେଇ କରିବାକୁ, ହେଲେ ଏଥିପାଇଁ କେତେଜଣ ଆର୍ଥିକ ସ୍ତରରେ ସକ୍ଷମ ନଥାଆନ୍ତି । ଏହାର ସମାଧାନ ସ୍ୱରୂପ ବିହାରର ଏକ ଗ୍ରାମରେ ଅଭିନବ ଉପାୟ […]
ସ୍ୱାମୀଙ୍କ ସହ ଦୂର ସମ୍ପର୍କରେ ରାଧିକା
Published On
By Samaya Live
ମୁମ୍ବାଇ: ସେପ୍ଟେମ୍ବର ୭: ନିଜର ବିନ୍ଦାସ ଅନ୍ଦାଜ ଓ ନିଖୁଣ ଅଭିନୟ ପାଇଁ ଅଭିନେତ୍ରୀ ରାଧିକା ଆପଟ୍ଟେ ଦର୍ଶକଙ୍କ ହୃଦୟରେ ରାଜ କରନ୍ତି । ଖୁବ୍ କମ ସମୟରେ ସେ ଏକ ଭଲ ଅଭିନେତ୍ରୀ ଭାବେ ବି ଟାଉନ୍ରେ ଜାଗା ବନାଇ ସାରିଛନ୍ତି । ସିନେମା ସହିତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ସେ ଚର୍ଚ୍ଚାରେ ରହିଥାଆନ୍ତି । ବ୍ୟକ୍ତିଗତ ଜୀବନରେ ସେ ନେଇଥିବା କିଛି ନିଷ୍ପତ୍ତି ତାଙ୍କୁ ଟ୍ରେଣ୍ଡ୍ରେ ରଖିଥାଏ । ତେବେ ନିଜ ବ୍ୟକ୍ତିଗତ […]
ନୂଆ ଚାକିରିରେ ରୁହନ୍ତୁ ସ୍ମାର୍ଟ
Published On
By Samaya Live
ଭୁବନେଶ୍ୱର: ସେପ୍ଟେମ୍ବର ୬: ଚାକିରିକୁ ନେଇ ସମସ୍ତଙ୍କର ସର୍ବଦା ଚିନ୍ତା ରହିଥାଏ । ଏହା ଯଦି ନୂଆ ହେଇଥାଏ ତେବେ ଚିନ୍ତା ବଢିଯାଇଥାଏ । ନୂଆ ଚାକିରିରେ ଚିନ୍ତା ହେବା ସ୍ୱାଭାବିକ୍, ତେବେ ଏଥିରେ କିଛି କଥାକୁ ଧ୍ୟାନରେ ରଖିଲେ ଏହି ଚିନ୍ତାରୁ ମଧ୍ୟ ମୁକ୍ତି ମିଳିପାରିବ । ବିଳମ୍ବକୁ କୁହନ୍ତୁ ନା ନୂଆ ଚାକିରିରେ ସର୍ବଦା ସମୟକୁ ଧ୍ୟାନ ଦିଅନ୍ତୁ । ସର୍ବଦା ଚାକିରିର ସମସ୍ତ କାର୍ଯ୍ୟରେ ସମୟରେ ପହଞ୍ଚିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କର […]

