interesting news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଅନ୍ତରୀକ୍ଷରେ ୱାର୍କଆଉଟ୍
Published On
By Samaya Live
ଆଜିକାଲି ଇଣ୍ଟରନେଟ୍ରେ ଜଣେ ମହାକାଶଚାରୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେଶନରେ ୱାର୍କଆଉଟ୍ କରୁଥିବା ନଜର ଆସୁଛନ୍ତି । ଏହି ଅନ୍ତରୀକ୍ଷଯାତ୍ରୀଙ୍କ ନାମ ହେଉଛି-ଥୋମାସ୍ ପେସ୍କୋଟ, ଯିଏ ‘ୟୁରୋପିଆନ୍ ସ୍ପେସ୍ ଏଜେନ୍ସି’ ସହିତ ଜଡ଼ିତ ଅଛନ୍ତି ଏବଂ ନିକଟରେ ସ୍ପେସ୍ରେ ବ୍ୟାୟାମକୁ ନେଇ ସେ ଲୋକପ୍ରିୟ ହେବାରେ ଲାଗିଛନ୍ତି । ଏହି ଭିଡିଓକୁ ଦେଖି ଲକ୍ଷ ଲକ୍ଷ ଲୋକ ଥୋମାସଙ୍କଠାରୁ ଫିଟନେସ୍ର ପ୍ରେରଣା ପାଉଛନ୍ତି । ପୃଥିବୀରେ ସମସ୍ତ ପ୍ରକାର ସମ୍ବଳ […]
୧୯ ଲକ୍ଷରେ ନିଲାମ ହେଲା ଲଡ଼ୁ
Published On
By Samaya Live
ହାଇଦ୍ରାବାଦ: ସେପ୍ଟମ୍ବର ୨୧: ହାଇଦ୍ରାବାଦରେ ଗଣେଶ ପୂଜା ଉତ୍ସବକୁ ବେଶ୍ ଧୁମଧାମରେ ପାଳନ କରାଯାଇଥାଏ । ଏହି କ୍ରମରେ ଭଗବାନ ଗଣେଶଙ୍କ ଏକ ପୂଜା ମଣ୍ଡପରେ ଥିବା ଏକ ଲଡୁକୁ ୧୮.୯୦ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି । ସୂଚନା ଅନୁଯାୟୀ ହାଇଦ୍ରାବାଦର ବାଲାପୁର ପୂଜା ମଣ୍ଡପର ଏହି ଲଡୁ ଥିଲା । ଏହି ଲଡୁର ଓଜନ ପ୍ରାୟ ୨୧ କିଲୋଗ୍ରାମ । ପ୍ରତିବର୍ଷ ଏହି ପୂଜା ମଣ୍ଡପର ଲଡୁକୁ ନିଲାମ କରାଯାଇଥାଏ । ହେଲେ ଚଳିତ […]
ନେହାଙ୍କ ‘କାଣ୍ଟା ଲଗା’ ଗୀତ
Published On
By Samaya Live
ମୁମ୍ବାଇ: ସେପ୍ଟେମ୍ବର ୧୦: ନିକଟରେ ଗାୟିକା ନେହା କMରଙ୍କ ଗୀତ ‘କାଣ୍ଟ ଲଗା’ ମୁକ୍ତିଲାଭ କରିଛି । ଏହି ଗୀତରେ ତାଙ୍କ ସହିତ ୟୋ ୟୋ ହନି ସିଂହ ଏବଂ ନେହାଙ୍କ ଭାଇ ଟୋନୀ କMର ମିଳିତ ଭାବେ ମିଶି ଗୀତ ଗାଇଛନ୍ତି । ଗୀତଟି ମୁକ୍ତିଲାଭ କରିବାର ଏକ ଘଣ୍ଟା ମଧ୍ୟରେ ୫୦ ଲକ୍ଷେରୁ ଅଧିକ ଦର୍ଶକ ଦେଖିସାରିଲେଣି । ଗୀତଟିର ଏତେ ଲୋକପ୍ରିୟତାକୁ ଦେଖି ନିକଟରେ ନେହା ଏହି ଗୀତ ଉପରେ ଏକ ଭିଡିଓ […]
ଆଳୁ ଖାଇବାକୁ ୪୫ ହଜାର ଦରମା !
Published On
By Samaya Live
ୟୁକେ: ସେପ୍ଟେମ୍ବର ୬: ଶୀର୍ଷକଟି ଆପଣଙ୍କୁ ଦ୍ୱନ୍ଦରେ ପକାଉଥିବ । କଥାଟି ଅବିଶ୍ୱାସ ମଧ୍ୟ ଲାଗୁଥିବ । ହେଲେ ସୋସିଆଲ ମିଡିଆରେ ଏହି ପୋଷ୍ଟ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଏକ ରୋସ୍ତୋରାଁ ଆଳୁ ଖାଇବା ବଦଳରେ ୫୦୦ ୟୁରୋ ଦରମା ଦେଉଛି । ଯାହା ଭାରତୀୟ ମୂଲ୍ୟରେ ୪୫ ହଜାର । କରୋନା ପାଇଁ ଆଜିକାଲି ଅନେକ ଲୋକ ନିଜର ଚାକିରି ହରାଇଛନ୍ତି । ସେହି ସମୟରେ ଏଭିଳି ଅଫର୍ […]
ପିମ୍ପୁଡି ନଥିବା ଆଇଲାଣ୍ଡ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୪: ସାଧାରଣତ ପିମ୍ପୁଡି ପ୍ରାୟ ସବୁ ଜାଗାରେ ଦେଖିବାକୁ ମିଳନ୍ତି । ବିଶ୍ୱରେ ଭିନ୍ନ ପିମ୍ପୁଡି ରହିଛନ୍ତି । ଏକ ରିପୋର୍ଟ ଅନୁସାରେ, ୧୨ ହଜାରରୁ ଅଧିକ ପ୍ରଜାତିର ପିମ୍ପୁଡି ପୃଥିବୀରେ ଅଛନ୍ତି । ଏଥିରୁ ଅଧିକାଂଶ କଳା, ମାଟିଆ ଓ ଲାଲ୍ ହୋଇଥାଆନ୍ତି । ହେଲେ ଦୁନିଆର ଏଭଳି ଏକ ସ୍ଥାନ ଅଛି ଯେଉଁଠି ପିମ୍ପୁଡି ଦେଖିବାକୁ ମିଳନ୍ତି ନାହିଁ । ଗ୍ରୀନଲାଣ୍ଡ ହେଲା ବିଶ୍ୱର ସବୁଠାରୁ ବଡ ଆଇଲାଣ୍ଡ ମଧ୍ୟର ଗୋଟିଏ […]
୭୯ ହଜାର ଟଙ୍କାରେ ମହାକାଶ ଯାତ୍ରା
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୩ : ଯଦି ଆପଣ ମହାକାଶ ଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ଆଉ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନି । କେବଳ ୭୯ ହଜାର ଟଙ୍କାରେ ଆପଣ ମହାକାଶ ଯାତ୍ରା କରିପାରିବେ । ଏହି ସୁବିଧା କାନାଡାର ଏକ କମ୍ପାନୀ ଦେବାକୁ ଯାଉଛି । କମ୍ପାନୀର ନା ‘ସ୍ପେସ୍ ପର୍ସେପ୍କଫିଭ’ । ମହାକାଶରେ ୬ ଘଣ୍ଟା ଯାତ୍ରା କରିବା ପାଇଁ କମ୍ପାନୀ ୧୩୬୦ କାନଡିଆନ୍ ଡଲାର ଧାର୍ଯ୍ୟ କରିଛି । ଏହି […]
ପ୍ରେରଣାଦାୟୀ ଆକାଂକ୍ଷା
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୨: ଆଜିକାଲି ମହିଳାମାନେ ଅନେକ ଏଭଳି କାର୍ଯ୍ୟ କରୁଛନ୍ତି, ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ପାଲଟୁଛି । ସେହିଭଳି ଜଣେ ଯୁବତୀ ହେଲେ ଆକାଂକ୍ଷା କୁମାରୀ । ଯିଏ ପାଲଟିଛନ୍ତି ପ୍ରଥମ ମହିଳା ଇଞ୍ଜିନିୟର । ସିଏ କୋଇଲା ଖଣିରେ ମାଟିତଳେ କାମ କରୁଛନ୍ତି । ତାଙ୍କର ଏହି କାର୍ଯ୍ୟ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛି । ସେ ସେଣ୍ଟ୍ରାଲ କୋଲ୍ଫିଲïସ୍ ଲିମିଟେଡ୍(ସିସିଏଲ୍)ରେ କାର୍ଯ୍ୟରତ ଅଛନ୍ତି । ସେ ଝାଡଖଣ୍ଡର ଚୁରି ଅଣ୍ଡରଗ୍ରାଉଣ୍ଡ […]
ଆଦିବାସୀଙ୍କ ଭଗବାନ ଇନ୍ଦିରା ଗାନ୍ଧୀ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର୧: ଭାରତୀୟ କଂଗ୍ରେସ ଦଳର ମହାନେତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମାଜସେବା ଓ ଲୋକଙ୍କ ପ୍ରତି ଥିବା ଅନାବିଳ ପ୍ରେମ ପାଇଁ ସେ ଆଜି ବହୁ ଲୋକଙ୍କ ହୃଦୟରେ ପୂଜିତ ହୋଉଛନ୍ତି । ମଧ୍ୟପ୍ରଦେଶ ସ୍ଥିତ ଖରଗୋନ ଜିଲ୍ଲାରେ ଥିବା ଝିରନୀଆ ପଡ଼ଲିଆ ଗ୍ରାମର ଆଦିବାସୀମାନେ ଇନ୍ଦିରାଙ୍କୁ ଭଗବାନ ରୂପେ ପ୍ରତ୍ୟେକ ଦିନ ପୂଜା କରିଥାନ୍ତି । ସେହି ଗ୍ରାମରେ ତାଙ୍କର ଏକ ଭବ୍ୟ ମନ୍ଦିର ମଧ୍ୟ ଶୋଭା ପାଉଛି । ସକାଳ, ଦ୍ୱିପ୍ରହର ଓ ରାତି୍ର […]
ଅଫିସର୍ଙ୍କ ପରିବା ବିକା !
Published On
By Samaya Live
ଦିଲ୍ଲୀ: ଅଗଷ୍ଟ ୩୧: ସୋସିଆଲ ମିଡିଆରେ ସବୁବେଳେ ଅନେକ ଘଟଣା ଭାଇରାଲ ହୋଇଥାଏ । ସେହିଭଳି ଆଜିକାଲି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋଟିରେ ଜଣେ ଆଇଏସ୍ ଅଫିସର ପରିବା ବିକୁଛନ୍ତି । ଫଟୋଟି ଫେସ୍ବୁକ୍ରେ ଭାଇରାଲ ହେବାପରେ ଲୋକମାନେ ଏହା ପଛର କାରଣ ଜାଣିବାକୁ ଚାହିଁଥିଲେ । ତେବେ ଏହା ପଛର କାରଣ ଅତ୍ୟନ୍ତ ହୃଦୟସ୍ପର୍ଶୀ । ସେହି ଅଫିସର୍ ଜଣଙ୍କ କୌଣସି କାମରେ ସେହି ଗ୍ରାମକୁ ଯାଇଥିଲେ । […]
ମୂଷା ଗାତରେ ମଣିଷ
Published On
By Samaya Live
ଦିଲ୍ଲୀ: ଅଗଷ୍ଟ ୨୭: ଇରାନ୍ରେ ‘କନ୍ଦୋବନ’ ଗାଁରେ ରହିଛି ଏହି ଅଜବ ଗ୍ରାମ । ଯେଉଁଠି ଘରର ଡିଜାଇନ୍ ମୂଷା ଗାତ ପରି । ଅନେକ ବର୍ଷଧରି ଲୋକମାନେ ଏଠାରେ ଏଭଳି ଘରେ ରହୁଛନ୍ତି, ଯାହା ଦେଖିବାକୁ ଅବିକଳ ମୂଷା ଗାତଭଳି । ଏହି ଡିଜାଇନ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ତେବେ ଏହି ଘର ଏକ ପରମ୍ପରାର ଅଂଶ । ଏହି ଘରଗୁଡିକ ଦେଖିବାକୁ ସିନା ଛୋଟ ହେଲେ ଏହା ରହିବାକୁ ଖୁବ୍ ଆରାମ ଦାୟକ […]
ପୁଣି ଥରେ ବିବାହ କଲେ ପ୍ରକାଶ ରାଜ
Published On
By Samaya Live
ଦିଲ୍ଲୀ: ଅଗଷ୍ଟ ୨୫: ଦକ୍ଷିଣ ଏବଂ ହିନ୍ଦୀ ଫିଲ୍ମର ବର୍ଷିଆନ ଅଭିନେତା ପ୍ରକାଶ ରାଜ ପୁଣି ଥରେ ବିବାହ କରିଛନ୍ତି । ସେ ବିବାହ ଆଉ କାହାକୁ କରିନାହାନ୍ତି ବରଂ ନିଜ ପତ୍ନୀ ପୋନୀ ବର୍ମାଙ୍କୁ ହିଁ ସେ ଆଉ ଥରେ ବିବାହ କରିଛନ୍ତି । ପ୍ରକାଶ ରାଜ ୨୦୧୦ରେ ପୋନୀଙ୍କୁ ବିବାହ କରିଥିଲେ । ବିବାହର ୧୧ ବର୍ଷ ପୂର୍ତ୍ତି ଅବସରରେ ପିଲାଙ୍କ ଇଚ୍ଛା ଅନୁସାରେ ପ୍ରକାଶ ଏବଂ ପୋନୀ ବୈଦିକ ରୀତିନୀତିରେ ପୁଣି ବିବାହ […]
‘ଡ୍ୟାନ୍ସ ଡିୱାନେ ୩’ରେ ମୀରାବାଈ ଚାନୁ
Published On
By Samaya Live
ଦିଲ୍ଲୀ,ଅଗଷ୍ଟ ୧୩: ଟୋକିଓ ଅଲମ୍ପିକ୍ସରେ ରୌପ୍ୟ ପଦକ ବିଜେୟିନୀ ମୀରାବାଈ ଚାନୁ ‘ଡ୍ୟାନ୍ସ ଡିୱାନେ’ ସିଜନ୍ ୩ରେ ସ୍ୱାଧୀନତା ଦିବସ ଅବସରରେ ଅତିଥି ହୋଇ ଯାଇଛନ୍ତି । ଶୋ’ରେ ତାଙ୍କର ଭବ୍ୟ ସ୍ୱାଗତ ହେବା ସହ ପ୍ରତିଯୋଗୀ ପାପାଇ, ଅନ୍ତରା ଏବଂ ତରୁଣ ନୃତ୍ୟ ମାଧ୍ୟମରେ ମୀରାବାଈଙ୍କ ଜୀବନର ସଂଘର୍ଷ ପଦର୍ଶନ କରିଥିଲେ । ଯାହାକୁ ଦେଖି ମୀରାବାଈଙ୍କ ଆଖିରୁ ଲୁହ ଆସିଯାଇଥିଲା । ଅନ୍ୟ ଜଣେ ଆସାମର ପ୍ରତିଯୋଗୀ ଗୁଞ୍ଜନ ମଧ୍ୟ ନିଜ ନୃତ୍ୟ ମାଧ୍ୟମରେ […]

