Intelligence Bureau
ଦେଶ- ବିଦେଶ 

ଆଇଏସ୍‌ ଆତଙ୍କବାଦୀ ଗିରଫ ମାମଲା: ପଚରାଉଚରା ପାଇଁ ରୁଷ ଯିବ ଏନ୍‌ଆଇଏ ଟିମ

ଆଇଏସ୍‌ ଆତଙ୍କବାଦୀ ଗିରଫ ମାମଲା: ପଚରାଉଚରା ପାଇଁ ରୁଷ ଯିବ ଏନ୍‌ଆଇଏ ଟିମ ନୂଆଦିଲ୍ଲୀ: ଭାରତରେ ବଡ଼ ଧରଣର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିବା ଜଣେ ଆଇଏସ୍‌ ଆତଙ୍କବାଦୀ ଋଷରେ ଧରାପଡ଼ିଛି । ତୁର୍କୀରେ ସଂପୃକ୍ତ ଆତଙ୍କବାଦୀ ଆତ୍ମଘାତୀ ଆକ୍ରମଣ ପାଇଁ ତାଲିମ ନେଇଥିଲା ଓ ଖୁବ୍‌ଶୀଘ୍ର ଭାରତ ଆସି ଜଣେ ରାଜନେତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ରୁଷର ସୁରକ୍ଷା ସଂସ୍ଥା ଏଫଏସବି ଏହାକୁ ପଣ୍ଡ କରିଦେଇଥିଲା । ଏବେ ଏଫଏସବି ଅଫିସରଙ୍କ ସମ୍ପୃକ୍ତ ଆତଙ୍କବାଦୀକୁ ଅଟକ ରଖିଥିବାବେଳେ ପଚରାଉଚୁରା ପାଇଁ କେନ୍ଦ୍ରୀୟ ଏଜେନ୍ସି ଋଷ ଯାଇପାରନ୍ତି […]
Read More...

Advertisement