Insurance company case in Cuttack
ଓଡ଼ିଶା 

ଇନ୍ସୁରାନ୍ସ କମ୍ପାନୀ ଦଣ୍ଡିତ;୨ ହଜାର ଟଙ୍କା ଦେଲେନି,୨୭ ହଜାର ଗଣିବେ

ଇନ୍ସୁରାନ୍ସ କମ୍ପାନୀ ଦଣ୍ଡିତ;୨ ହଜାର ଟଙ୍କା ଦେଲେନି,୨୭ ହଜାର ଗଣିବେ କଟକ : ଜୁନ ୪: ଗୋଟିଏ ଦୁଇ ଚକିଆ ଗାଡି ଚୋରି ଘଟଣାରେ ଇନସୁ୍ୟରାନ୍ସ କମ୍ପାନୀ ସମ୍ପୃକ୍ତ ଗାଡିର ମାଲିକଙ୍କୁ ଇନସୁ୍ୟରାନ୍ସ ବାବଦକୁ ୧୯ ହଜାର ୫୯ଟଙ୍କା ଦେବା ପରିବର୍ତ୍ତେ ୧୬ ହଜାର ୯ଶହ ଟଙ୍କା ଦେଲେ । ବାକି ୨ ହଜାର ୧୫୯ ଟଙ୍କା ଦେବାକୁ ମନା କରିଦେଲେ । ଏହି ଘଟଣାରେ ଗାଡି ମାଲିକ ଅରୁଣ କୁମାର ସାହୁ କରିଥିବା ଆବେଦନ ଉପରେ ଶୁଣାଣି କରି ଜିଲ୍ଲା ଖାଉଟି ବିବାଦ ସମାଧାନ ଫୋରମ୍‌ ସମ୍ପୃକ୍ତ […]
Read More...

Advertisement