ଇନ୍‍ଡ଼ୋର୍‍ ପ୍ଲାଣ୍ଟ କରେ ଆପଣଙ୍କ ସମସ୍ୟାର ସମାଧାନ

ସମୟ ଲାଇଭ୍‍,୧୫/୧୧: ବଗିଚାରେ ବୃକ୍ଷ ରୋପଣର ଫାଇଦା କାହାକୁ ଅଜଣା ନୁହେଁ। ତେବେ ଇନ୍‍ଡ଼ୋର ପ୍ଲାଣ୍ଟର ମଧ୍ୟ ଅନେକ ବିଶେଷତ୍ୱ ରହିଛି।  ଇନଡ଼ୋର୍‍ ପ୍ଲାଣ୍ଟର ଉପକାରିତା : ସାଧାରଣ ବୃକ୍ଷ ପରି ଇନ୍‍ଡ଼ୋର୍‍ ପ୍ଲାଣ୍ଟ ମଧ୍ୟ ବାୟୁ ପ୍ରଦୂଷଣ ହ୍ରାସ କରିଥାଏ। ଏହା ୨୪ ଘଣ୍ଟା ମଧ୍ୟରେ ୮୭ ପ୍ରତିଶତ ବିଷାକ୍ତ ଗ୍ୟାସ୍‍ କମାଇଥାଏ ଏବଂ ମସ୍ତିଷ୍କକୁ ସୁସ୍ଥ ରଖିଥାଏ। ଭୟ,କ୍ରୋଧ, ବିଷାଦ ଆଦି ହ୍ରାସ କରିବାରେ ସହାୟକ ହୋଇଥାଏ। ସକରାତ୍ମକ ଭାବନା ମନରେ ଜାଗ୍ରତ କରିବା […]

Samaya Live Picture
Published On

ସମୟ ଲାଇଭ୍‍,୧୫/୧୧: ବଗିଚାରେ ବୃକ୍ଷ ରୋପଣର ଫାଇଦା କାହାକୁ ଅଜଣା ନୁହେଁ। ତେବେ ଇନ୍‍ଡ଼ୋର ପ୍ଲାଣ୍ଟର ମଧ୍ୟ ଅନେକ ବିଶେଷତ୍ୱ ରହିଛି। 
ଇନଡ଼ୋର୍‍ ପ୍ଲାଣ୍ଟର ଉପକାରିତା :
ସାଧାରଣ ବୃକ୍ଷ ପରି ଇନ୍‍ଡ଼ୋର୍‍ ପ୍ଲାଣ୍ଟ ମଧ୍ୟ ବାୟୁ ପ୍ରଦୂଷଣ ହ୍ରାସ କରିଥାଏ। ଏହା ୨୪ ଘଣ୍ଟା ମଧ୍ୟରେ ୮୭ ପ୍ରତିଶତ ବିଷାକ୍ତ ଗ୍ୟାସ୍‍ କମାଇଥାଏ ଏବଂ ମସ୍ତିଷ୍କକୁ ସୁସ୍ଥ ରଖିଥାଏ।
ଭୟ,କ୍ରୋଧ, ବିଷାଦ ଆଦି ହ୍ରାସ କରିବାରେ ସହାୟକ ହୋଇଥାଏ।
ସକରାତ୍ମକ ଭାବନା ମନରେ ଜାଗ୍ରତ କରିବା ସହ ନକରାତ୍ମକ ଭାବନାକୁ ଦୂରୀଭୁତ କରିଥାଏ।
ନିଦ୍ରାହୀନତା, ମୁଣ୍ଡବିନ୍ଧା ଓ ଥକାପଣକୁ ଦୂର କରିଥାଏ ଏହି ଇନ୍‍ଡ଼ୋର୍‍ ପ୍ଲାଣ୍ଟ।
ଏହା ବ୍ୟତୀତ ସବୁଜରଙ୍ଗ ଦେଖିବାଦ୍ୱାରା ଆମକୁ ଆରାମ ଲାଗିଥାଏ।
କେଉଁଠାରେ କେଉଁ ଇନ୍‍ଡ଼ୋରପ୍ଲାଣ୍ଟ ଲଗାଇବେ:
ଶୟନ କକ୍ଷ: ଜରବେରା
ଲିଭିଙ୍ଗ ରୁମ୍‍: ସ୍ପାଇଡ଼ର୍‍ ପ୍ଲାଣ୍ଟ, ଡ଼୍ରାଗନ ଟ୍ରି, ଫର୍ଣ୍ଣ, ଫିଲୋ ଡ଼୍ରେନ୍‍ଡ଼୍ରନ୍‍, ଇଲିଶ୍‍ ଆଇଭି
ରୋଷେଇଘର:ସ୍ନେକ୍‍ ପ୍ଲାଣ୍ଟ
ଗାଧୁଆଘର: ପିସ୍‍ ଲିଲି

Tags: