Indonesia
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଇଣ୍ଡୋନେସିଆ : ମସଜିଦ ରେ ଭୟଙ୍କର ଅଗ୍ନିକାଣ୍ଡ,ଭୁଶୁଡିପଡିଲା ବିଶାଳ ଗମ୍ବୁଜ
Published On
By Samaya Live
ଇଣ୍ଡୋନେସିଆ : ଇଣ୍ଡୋନେସିଆର ଜାକର୍ତ୍ତାସ୍ଥିତ ଏକ ମସଜିଦରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଏକ ବିଶାଳ ଗମ୍ବୁଜ ଭୁଶୁଡି ପଡିଛି I ସୋସିଆଲ ମିଡିଆରେ ଦେଖାଯାଉଥିବା ଦୃଶ୍ୟରେ ଏହି ଗମ୍ବୁଜ ର ଉପରିଭାଗ ହୁତୁ ହୁତୁ ହୋଇ ଜାଳୁଥିବାର ଦେଖା ଯାଉଥିଲା ଇ ତେବେ ସ୍ଥାନୀୟ ଗଲ୍ଫ ମିଡ଼ିଆ ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନାହିଁ। ମସଜିଦ ର ମରାମତି କାର୍ଯ୍ୟ ଚାଲିଥିବା ବେଳେ ଗମ୍ବୁଜର ନିଆଁ ଲାଗିଥିବାର କୁହାଯାଉଛି। ନିଆଁ ଏତେ ଦ୍ରୁତ ଗତିରେ […]
ଭାରତଠାରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର କିଣିବ ଇଣ୍ଡୋନେସିଆ
Published On
By Samaya Live
ଦିଲ୍ଲୀ : ଚୀନ ବିପଦର ମୁକାବିଲା କରିବାକୁ ଇଣ୍ଡୋନେସିଆ ବି ଭାରତଠାରୁ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହୋ୍ମସ ମିସାଇଲ କିଣିବାକୁ ବିଚାର କରୁଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏ ନେଇ ଦୁଇଦେଶ ମଧ୍ୟ ଚାଲିଥିବା କଥାବାର୍ତ୍ତା ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ମିସାଇଲ ଯୋଗାଣ ପାଇଁ ଚୁକ୍ତି ହୋଇପାରେ । ଏହି ଚୁକ୍ତି ସ୍ୱାକ୍ଷରିତ ହେବା ପରେ ବ୍ରହୋ୍ମସ ମିସାଇଲ ପାଇବାପରେ ଇଣ୍ଡୋନେସିଆ ୨ୟ ଦକ୍ଷିଣ-ପୂର୍ବ ଏସୀୟ ଦେଶ […]
ନଡିଆ ଖୋଳରୁ ମାସ୍କ
Published On
By Samaya Live
ଇଣ୍ଡୋନେସିଆ, ପେ୍ଟେମ୍ବର ୧୧: କରୋନା ସମୟରେ ମାସ୍କ ଓ ସାନିଟାଇଜରକୁ ନେଇ ଅନେକ ଘଟଣା ଭାଇରାଲ ହୋଇଛି । ସେଥିରେ କେତେକ ଖବର ହୃଦୟସ୍ପର୍ଶୀ ଥିବା ବେଳେ କେତେକ ଲୋକଙ୍କୁ ହସର ଖୋରାକ ଯୋଗାଇଛି । ସେହିଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଲୋକଙ୍କୁ ହସର ଖୋରାକ ଯୋଗାଉଛି । ଇଣ୍ଡୋନେସିଆର ଜଣେ ବ୍ୟକ୍ତି ନଡିଆ ଖୋଳରୁ ତିଆରି ହୋଇଥିବା ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । ଇଣ୍ଡୋନେସିଆର ୪୪ ବର୍ଷୀୟା […]

