Indonesia All Set To Purchase BrahMos Missiles
ଦେଶ- ବିଦେଶ 

ଭାରତଠାରୁ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର କିଣିବ ଇଣ୍ଡୋନେସିଆ

ଭାରତଠାରୁ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର କିଣିବ ଇଣ୍ଡୋନେସିଆ ଦିଲ୍ଲୀ : ଚୀନ ବିପଦର ମୁକାବିଲା କରିବାକୁ ଇଣ୍ଡୋନେସିଆ ବି ଭାରତଠାରୁ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହୋ୍ମସ ମିସାଇଲ କିଣିବାକୁ ବିଚାର କରୁଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏ ନେଇ ଦୁଇଦେଶ ମଧ୍ୟ ଚାଲିଥିବା କଥାବାର୍ତ୍ତା ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ମିସାଇଲ ଯୋଗାଣ ପାଇଁ ଚୁକ୍ତି ହୋଇପାରେ । ଏହି ଚୁକ୍ତି ସ୍ୱାକ୍ଷରିତ ହେବା ପରେ ବ୍ରହୋ୍ମସ ମିସାଇଲ ପାଇବାପରେ ଇଣ୍ଡୋନେସିଆ ୨ୟ ଦକ୍ଷିଣ-ପୂର୍ବ ଏସୀୟ ଦେଶ […]
Read More...

Advertisement