Indian yummy food
ଜୀବନଚର୍ଯ୍ୟା 

ଓଟସ୍‌ ଦହି କବାବ

ଓଟସ୍‌ ଦହି କବାବ ସାମଗ୍ରୀ – ଏକ କପ ବସା ଦହି, ୩ରୁ ୪ କପ ଓଟସ୍‌ ଗୁଣ୍ଡ, ଅଳ୍ପ ମରିଚଗୁଣ୍ଡ, କଟା କଞ୍ଚାଲଙ୍କା, ଏକ ଚାମଚ ଗରମ ମସଲା, କଟା ଧନିଆ ପତ୍ର, ଏକ କପ ଗ୍ରେଟେଡ ପନିର, ଏକ ଚାମଚ ଚାଟ ମସଲା, ୨ ଚାମଚ ଖିସମିସ, ୨ଚାମଚ କାଜୁ । ପ୍ରଣାଳୀ- ଗୋଟିଏ ପାତ୍ରରେ ଦହି, ଲୁଣ, ଲଙ୍କାଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଗରମ ମସଲା, କଞ୍ଚାଲଙ୍କା, ଧନିଆ ପତ୍ର ପକାଇ ମିଶାନ୍ତୁ । ଏହାପରେ ଏଥିରେ ଓଟସ […]
Read More...
ଜୀବନଚର୍ଯ୍ୟା 

ଶାହି ଆଳୁ ପନିର

ଶାହି ଆଳୁ ପନିର ସାମଗ୍ରୀ: ୪ଟି ମଧ୍ୟମ ଆକାର ସିଝା ଆଳୁ, ୩୦୦-୫୦୦ ଗ୍ରାମ ପନିର, ଅଧା କପ ମେଥି,ଏକ ବଡ ଚାମଚ ଘିଅ, କଟା ହୋଇଥିବା ଅଦା,୨-୩ କଞ୍ଚା ଲଙ୍କା, କଟା ହୋଇଥିବା ୪ଟି ଟମାଟୋ,୧୦ ପାଖୁଡା ରସୁଣର ପେଷ୍ଟ, ଦେଢ କପ ଦହି, ସ୍ୱାଦନୁସାରେ ଲୁଣ, ଅଧା ଚାମଚ ଧନିଆ ପାଉଡର, ସ୍ୱାଦନୁସାରେ ଶୁଖିଲା ଲଙ୍କା ପେଷ୍ଟ, ଅଧା କପ ପାଣି, ୧୦ଟି ବାଦାମର ଛୋଟ ଛୋଟ ଖଣ୍ଡ,୧୫-୧୬ କିଶମିଶ, ୧୦-୧୫ ପେସ୍ତା କଟା ହୋଇଥିବା, ଚିମୁଟାଏ କେଶର […]
Read More...
ଜୀବନଚର୍ଯ୍ୟା 

ରାଜମା ପେଟି ବର୍ଗର

ରାଜମା ପେଟି ବର୍ଗର ସାମଗ୍ରୀ- ଗୋଟେ ବର୍ଗର ବନ୍‌, ସିଝା ଆଳୁ ଏକଟା, ଅଧାକପ ସିଝା ରାଜମା, ଅଧା କପ୍‌ ମଟର, ଅଧା ଚାମଚ ଲଙ୍କା ଗୁଣ୍ଡ, ଅଳ୍ପ ମରିଚ ଗୁଣ୍ଡ, କଟାହୋଇଥିବା ପିଆଜ ଓ ଟମାଟୋ, ବ୍ରେଡ୍‌କ୍ରମ, କର୍ଣ୍ଣଫ୍ଲୋର୍‌ । ପ୍ରଣାଳୀ – ଗୋଟିଏ ପାତ୍ରରେ ରାଜମା,ଆଳୁ, ମଟର, ଛୋଟ ଛୋଟ ପାଉଁରୁଟି ଖଣ୍ଡ ସହିତ ବିଭିନ୍ନ ମସଲା ପକାଇ ଗୋଳାନ୍ତୁ । ଏହାକୁ ଟିକି ଆକାରରେ କରି କର୍ଣ୍ଣଫ୍ଲୋର ଆଣରେ ବୁଡାଇ ବ୍ରେଡ୍‌କ୍ରମ ଲଗାଇ ଛାଣନ୍ତୁ । ଏହାପରେ […]
Read More...

Advertisement