indian women hocky team
ଖେଳ 

ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ, ପ୍ରବେଶ କଲା ସେମିରେ

ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ, ପ୍ରବେଶ କଲା ସେମିରେ ଭୁବନେଶ୍ୱର: ଅଗଷ୍ଟ ୨: ଟୋକିଓ ଅଲମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ସୋମବାର ଅଦ୍ଭୁତ ଖେଳ ପ୍ରଦର୍ଶନ କରି ଭାରତୀୟ ଖେଳପ୍ରେମୀଙ୍କ ମନ ଜିଣି ନେଇଛନ୍ତି । ଆଜି ହୋଇଥିବା କ୍ୱାର୍ଟରଫାଇନାଲ୍‌ ରାଉଣ୍ଡରେ ଭାରତୀୟ ଦଳ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ସେମିଫାଇନାଲରେ ନିଜର ସ୍ଥାନ ଦୃଢ଼ କରିଛି । ପ୍ରଥମ ଥର ପାଇଁ ମହିଳା ହକି ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିଛି । ଗୋଲକିପର୍‌ ତଥା ଉପ ଅଧିନାୟକ ସବିତା ପୁନିଆଙ୍କୁ […]
Read More...

Advertisement