Indian Sports
ଖେଳ 

ତାଇପେଇ ଓପନ: ତନିଶା, କାଶ୍ୟପଙ୍କ ବିଜୟ ଅଭିଯାନ

ତାଇପେଇ ଓପନ: ତନିଶା, କାଶ୍ୟପଙ୍କ ବିଜୟ ଅଭିଯାନ ତାଇପେଇ : ତାଇପେଇ ସୁପର-୩୦୦ ପ୍ରତିଯୋଗିତାରେ ଭାରତୀୟଙ୍କ ଜୟଯାତ୍ରା ଜାରି ରହିଛି । ନବାଗତ ସଟଲର ତନିଶା କ୍ରାଷ୍ଟୋ ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ମିକ୍ସଡ ଡବଲ୍ସରେ ମଧ୍ୟ ତନିଶାଙ୍କ ଜମାଣିଆ ପ୍ରଦର୍ଶନ ଜାରି ରହିଛି । ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡା ସ୍ୱର୍ଣ୍ଣ ପଦକ ବିଜେତା ପାରୁପଲ୍ଲୀ କାଶ୍ୟପ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ମିଥୁନ୍‌ ମଞ୍ଜୁନାଥ ଓ କିରଣ ଜର୍ଜଙ୍କ ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ପରାଜିତ ହୋଇ ଅଭିଯାନ […]
Read More...
ଖେଳ 

ପିନସେସ୍‌ କପ୍‌ ଭଲିବଲ: ଭାରତର ବିଜୟ ଅଭିଯାନ

ପିନସେସ୍‌ କପ୍‌ ଭଲିବଲ: ଭାରତର ବିଜୟ ଅଭିଯାନ ଭୁବନେଶ୍ୱର: ଥାଇଲାଣ୍ଡର ନାଖୁନ ପାଥୋମରେ ଚାଲିଥିବା ୨୧ତମ ପିନ୍‌ସେସ୍‌ କପ୍‌, ତୃତୀୟ ଏଭିସି ମହିଳା ଚ୍ୟାଲେଞ୍ଜ କପ୍‌ରେ ଭାରତୀୟଙ୍କ ଅଭିଯାନ ଆରମ୍ଭ ହୋଇଛି । ଭାରତୀୟ ସିନିୟର ମହିଳା ଦଳ ୩-୦ (୨୫-୧୬, ୨୫-୧୯, ୨୫-୮) ସେଟ୍‌ରେ ସିଙ୍ଗାପୁରକୁ ହରାଇ ଅଭିଯାନ ଆରମ୍ଭ କରିଛି । ଏହି ପ୍ରତିଯୋଗିତା ଆଗାମୀ ୩୦ ତାରିଖରେ ଶେଷ ହେବ । ଭାରତୀୟ ଦଳର ଅଧିନାୟିକା ନିର୍ମଳ, ସୌର୍ଯ୍ୟ, ଅନୁଶ୍ରୀଙ୍କ ଜମାଣିଆ ପ୍ରଦର୍ଶନ ଯୋଗୁଁ ଭାରତ ବିଜୟ ହାସଲ କରିଛି । […]
Read More...
ଜିଲ୍ଲା  ଖେଳ 

ଓଡ଼ିଶା ଥାଇବକ୍ସିଂ ଚମ୍ପିଆନସିପରେ ବୌଦ୍ଧ ଖେଳାଳୀଙ୍କ କୃତୀତ୍ୱ

ଓଡ଼ିଶା ଥାଇବକ୍ସିଂ ଚମ୍ପିଆନସିପରେ ବୌଦ୍ଧ ଖେଳାଳୀଙ୍କ କୃତୀତ୍ୱ ବୌଦ୍ଧ : ଅଲମ୍ପିକ ଦ୍ୱାରା ସ୍ୱିକୃତୀପ୍ରାପ୍ତ ୧୦ମ ଓଡ଼ିଶା ଥାଇବକ୍ସିଂ ଚମ୍ପିଆନସିପରେ ବୌଦ୍ଧ ଆର୍ଟ ଟେମ୍ପୁଲ ମାର୍ସଲ ଆର୍ଟ ଆସୋସିଏସନ ର ଖେଳାଳୀମାନେ କୃତୀତ୍ୱ ହାସଲ କରିଛନ୍ତି । ବରଗଡ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବୌଦ୍ଧ ଆର୍ଟ ଟେମ୍ପୁଲର ପ୍ରଶିକ୍ଷକ ସୁଧୀର କୁମାର ବାରିକ୍‌ ଙ୍କ ନେତୃତ୍ୱରେ ୬ ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ବୌଦ୍ଧର ହିମାଂଶୁ ମେହେର,ଦେବେଶ ରାଜୁ,ନିହାର ରଞ୍ଜନ ସେଠୀ ଓ କରିସ୍ମା ବେହେରା […]
Read More...

Advertisement