indian shooter
ଖେଳ 

ପାରାଅଲମ୍ପିକ୍ସ: ସୁଟିଂରେ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ଅବନୀ

ପାରାଅଲମ୍ପିକ୍ସ: ସୁଟିଂରେ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ଅବନୀ ଦିଲ୍ଲୀ: ଅଗଷ୍ଟ ୩୦: ଟୋକିଓରେ ଚାଲୁଥିବା ପାରାଅଲମ୍ପିକ୍ସରେ ଅବନୀ ଲେଖରା ସୁଟିଂରେ ପ୍ରଥମ ସ୍ଥାନ ଅଧିକାର କରି ଭାରତକୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଛନ୍ତି । ଏହାସହ ସେ ଭାରତ ପାରାଅଲମ୍ପିକ୍ସ ସୁଟିଂ ଖେଳରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି । ଆଜି ସକାଳ ୭.୩୦ରେ ହୋଇଥିବା ମହିଳା ସୁଟିଂର ଫାଇନାଲରେ ୧୯ ବର୍ଷୀୟା ଅବନୀ ୧୦ ମିଟର ଏୟାର୍‌ ରାଇଫଲ୍‌ର କ୍ଲାସ୍‌ ଏସ୍‌ଏଚ୍‌-୧ରେ ୨୪୯.୬ ପଏଣ୍ଟ ସ୍କୋର କରି ପ୍ରଥମ […]
Read More...

Advertisement