Indian predator chops live-in partner into 35 pieces
ଦେଶ- ବିଦେଶ  ଅପରାଧ 

ବିବାହ ପାଇଁ ଜିଦ୍‌ ଧରିବାରୁ ପ୍ରେମିକାକୁ କାଟି ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଲା ପ୍ରେମିକ

ବିବାହ ପାଇଁ ଜିଦ୍‌ ଧରିବାରୁ ପ୍ରେମିକାକୁ କାଟି ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଲା ପ୍ରେମିକ ଦିଲ୍ଲୀ: ମୁମ୍ବାଇରେ ହେଲା ପ୍ରେମ । ଦିଲ୍ଲୀରେ ରହିଲେ ଲିଭ୍‌ ଇନ୍‌ ରିଲେସନ୍‌ରେ ପ୍ରେମୀ ଯୁଗଳ । ବିବାହ ପାଇଁ ପ୍ରେମିକା ଜିଦ୍‌ କରିବାରୁ ପ୍ରେମିକ ତାକୁ ମାରି ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଲା । ଏହିପରି ପୌଶାଚିକ କାଣ୍ଡ ଘଟିଛି ଚଳିତ ବଷ ମେ ୧୮ ତାରିଖରେ । ତେବେ ୫ ମାସ ତଳ ଘଟିଥିବା ଏକ ହତ୍ୟାକାଣ୍ଡର ଗୁମର ଦିଲ୍ଲୀ ପୋଲିସ ଖୋଲିଛି । ଘଟଣା ଅନୁସାରେ, ମୁମ୍ବାଇର ଏକ କଲ […]
Read More...

Advertisement