Indian Oil Corporation
ଦେଶ- ବିଦେଶ 

ଦିଲ୍ଲୀରେ ୮ ଟଙ୍କା କମିଲା ପେଟ୍ରୋଲ ଦର

ଦିଲ୍ଲୀରେ ୮ ଟଙ୍କା କମିଲା ପେଟ୍ରୋଲ ଦର ଦିଲ୍ଲୀ: ଡିସେମ୍ବର ୦୧ : ଆଗକୁ ଆସୁଥିବା ବିଧାନସଭା ନିର୍ବାଚନକୁ ନଜରରେ ରଖି କେଜରିୱାଲ ସରକାର ଦିଲ୍ଲୀବାସୀଙ୍କ ସମାସ୍ୟା କମାଇବାକୁ ଚେଷ୍ଟା କରିଛନ୍ତି । ଏନେଇ ସେ କ୍ୟାବିନେଟ ବୈଠକ ଡକାଇ ପେଟ୍ରୋଲ ଦର ୮ଟଙ୍କା କମ କରିଛନ୍ତି । ସରକାର ପେଟ୍ରୋଲ ଉପରେ ଲାଗୁଥିବା ଭ୍ୟାଟକୁ ୩୦ ପ୍ରତିଶତରୁ କମ କରି ୧୯.୪୦ ପ୍ରତିଶତ କରି ଦେଇଛନ୍ତି । ଏହାପରେ ଆଜି ମଧ୍ୟ ରାତିରୁ ଦିଲ୍ଲୀରେ ପେଟ୍ରୋଲ ଦର ଶସ୍ତା ହେବ । ବର୍ତ୍ତମାନ ଦିଲ୍ଲୀରେ […]
Read More...

Advertisement