indian idol 12
ଦେଶ- ବିଦେଶ 

‘ଇଣ୍ଡିଆନ ଆଇଡଲର’୧୨ର ବିଜେତା ହେଲେ ପୱନଦୀପ

‘ଇଣ୍ଡିଆନ ଆଇଡଲର’୧୨ର ବିଜେତା ହେଲେ ପୱନଦୀପ ଭୁବନେଶ୍ୱର: ଅଗଷ୍ଟ ୧୬: ଉତ୍ତରାଖଣ୍ଡ ଚମ୍ବାବତୀ ଅଞ୍ଚଳର ପୱନଦୀପ ରାଜନ ଲୋକପ୍ରିୟ ସଙ୍ଗୀତ କାର୍ଯ୍ୟକ୍ରମ ‘ଇଣ୍ଡିଆନ ଆଇଡଲ’ ସିଜନ ୧୨ର ବିଜେତା ହୋଇଛନ୍ତି । ସେଥିପାଇଁ ତାଙ୍କୁ ୨୫ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ମାରୁତି ସୁଜୁକୀ ସ୍ୱିଫଫ କାର ପୁରସ୍କାରରେ ମଳିଛି । ଏହି କାର୍ଯ୍ୟକ୍ରମକୁ ‘ଦ ଗ୍ରେଟେଷ୍ଟ ଫାଇନାଲ ଏଭର’ କୁହାଯାଇଛି । କାରଣ ଏହି କାର୍ଯ୍ୟକ୍ରମ ୧୨ ଘଣ୍ଟା ଧରି ଚାଲିଥିଲା । ଗତକାଲି ଅପରାହ୍ନ ୧୨ଟା ସମୟରୁ ଏହି କାର୍ଯ୍ୟକ୍ରମର ଗ୍ରାଣ୍ଡ […]
Read More...

Advertisement