Indian government
ଦେଶ- ବିଦେଶ 

ଚାଲିବନି ୧୫ ବର୍ଷର ପୁରୁଣା ଗାଡ଼ି: କେନ୍ଦ୍ର ପରିବହନ ମନ୍ତ୍ରୀ

ଚାଲିବନି ୧୫ ବର୍ଷର ପୁରୁଣା ଗାଡ଼ି: କେନ୍ଦ୍ର ପରିବହନ ମନ୍ତ୍ରୀ ନୂଆଦିଲ୍ଲୀ: କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ୧୫ ବର୍ଷ ପୁରୁଣା ସରକାରୀ ଗାଡିକୁ ହଟାଇ ଦିଆଯିବ । ଅର୍ଥାତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ ବିଭାଗରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଚାଲିପାରିବ ନାହିଁ । ଏ ସମ୍ପର୍କରେ କେନ୍ଦ୍ର ସରକାର ଏକ ନୀତି ପ୍ରସ୍ତୁତ କରି ରାଜ୍ୟ ସରକାରମାନଙ୍କୁ ପଠାଇଛନ୍ତି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଏହି ନୀତି ମାଧ୍ୟମରେ ରାଜ୍ୟ ସରକାରମାନଙ୍କୁ ସେମାନଙ୍କ […]
Read More...
ଦେଶ- ବିଦେଶ 

ନୂଆ ସିଡିଏସ୍‌ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆ ସିଡିଏସ୍‌ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ନୂଆଦିଲ୍ଲୀ: ଜୁନ ୮: ସିଡିଏସ୍‌ ନିଯୁକ୍ତି ନିୟମରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ନୂଆ ନିୟମାନୁସାରେ ୬୨ ବର୍ଷ ହୋଇନଥିବା ଅବସରପ୍ରାପ୍ତ ସେନାଧିକାରୀ ବି ହୋଇପାରିବେ ସିଡିଏସ୍‌ । ବାୟୁସେନା ଓ ନୌସେନାର ଅଧିକାରୀ ବି ନିଯୁକ୍ତ ହୋଇପାରିବେ । ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ଗେଜେଟ ନୋଟିସ । ଜେନେରାଲ ବିପିନ ରାୱତଙ୍କ ନିଧନ ପରେ ଖାଲିପଡ଼ିଛି ସିଡିଏସ୍‌ ପଦବୀ । ନୂଆ ଗାଇଡଲାଇନରେ କୁହାଯାଇଛି ଯେ ନିକଟରେ ୩ ସେନା […]
Read More...
ଦେଶ- ବିଦେଶ 

ଓଆଇସି ଉପରେ ବର୍ଷିଲା ଭାରତ

ଓଆଇସି ଉପରେ ବର୍ଷିଲା ଭାରତ ନୂଆଦିଲ୍ଲୀ: ମଇ ୧୭: ଜମ୍ମୁ-କଶ୍ମୀରର ସୀମା ଅଭ୍ୟାସକୁ ନେଇ ଅବାଞ୍ଛିତ ମନ୍ତବ୍ୟ ଦେଇଥିବାରୁ ଅର୍ଗାନାଇଜେସନ୍‌ ଅଫ୍‌ ଇସ୍ଲାମିକ୍‌ କୋପରେସନ୍‌କୁ ନିନ୍ଦା କରିଛି ଭାରତ । ଓଆଇସିର ଏହି ଟିªଣୀ ଉପରେ ଆଲୋଚନା କରି ଭାରତର ବେଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଓଆଇସି ସେକ୍ରେଟେରିଏଟ୍‌ ଅଯଥାରେ ପୁଣି ଥରେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଉଛି । ସେ ଆହୁରି ବି କହିଛନ୍ତି ଯେ ପୂର୍ବ ପରି ଜମ୍ମୁ-କଶ୍ମୀର ଉପରେ ଦେଇଥିବା ଓଆଇସିର ଟିªଣୀକୁ […]
Read More...
ବାଣିଜ୍ୟ  ଦେଶ- ବିଦେଶ 

ଭୋଡ।ଫୋନ୍ ଓ ଆଇଡିଆରେ ୩୬% ମ।ଲିକ।ନ। କରିବେ ସରକ।ର

ଭୋଡ।ଫୋନ୍ ଓ ଆଇଡିଆରେ ୩୬% ମ।ଲିକ।ନ। କରିବେ ସରକ।ର ନୂଆଦିଲ୍ଲୀ: ଜାନୁଆରୀ ୧୧: ଭୋଡ।ଫୋନ୍ ଆଇଡିଆ ଲିମିଟେଡ ଏହ।ର ପ୍ରତିଷ୍ଠ।ତ। ସମେତ କମ୍ପ।ନୀର ସମସ୍ତ ବିଦ୍ୟମ।ନ ଅଂଶୀଦ।ର ହ୍ର।ସ କରିବା ନେଇ ଘୋଷଣା କରିଛି। ଏକ ଷ୍ଟକ୍ ଏକ୍ସଚେଞ୍ଜ ଦ।ଖଲରେ ଅଣ-ଲ।ଭକ।ରୀ ବେତ।ର ଏହ। ବ।ହକ କହିଛନ୍ତି। ଭୋଡ।ଫୋନ୍ ଗ୍ରୁପ୍ ପ୍ଲ।କ୍ସିର ପ୍ର।ୟ ୨୮.୫% ଏବଂ ଆଦିତ୍ୟ ବିର୍ଲ। ଗ୍ରୁପ୍ କମ୍ପ।ନୀରେ ପ୍ର।ୟ ୧୭.୮% ରହିବ ସହ ବାକି ୩୬% ସରକାର ବହନ କରିବେ ବୋଲି କୁହାଯାଇଛି। ଭୋଡ।ଫୋନ୍ ଆଇଡିଆ ପ।ଇଁ ଭୋଡ।ଫୋନ୍ ଗ୍ରୁପ୍ ଏବଂ ବିଲିୟନେୟ।ର୍ […]
Read More...

Advertisement