indian game
ଖେଳ 

ବକ୍ସର ଲଭଲିନା ଆଣିଲେ ଭାରତ ପାଇଁ ବ୍ରୋଞ୍ଜ ପଦକ, ସେମିଫାଇନାଲ୍‌ରେ ଦୁଇ ଭାରତୀୟ ପୁରୁଷ କୁସ୍ତି ଖେଳାଳୀ

ବକ୍ସର ଲଭଲିନା ଆଣିଲେ ଭାରତ ପାଇଁ ବ୍ରୋଞ୍ଜ ପଦକ, ସେମିଫାଇନାଲ୍‌ରେ ଦୁଇ ଭାରତୀୟ ପୁରୁଷ କୁସ୍ତି ଖେଳାଳୀ ଦିଲ୍ଲୀ: ଅଗଷ୍ଟ ୪: ଟୋକିଓ ଅଲମ୍ପିକ୍ସରେ ବକ୍ସର ଲଭଲିନା ବୋରଘୋଇନ୍‌ ବ୍ରୋଞ୍ଜ ପଦକ ଜିତି ଭାରତର ଗୌରବ ବଢ଼ାଇଛନ୍ତି । ସେ ତୁର୍କୀର ଖେଳାଳୀ ବୁସେନାଜ ସୁରମେନେଲିଙ୍କୁ ସେମିଫାଇନାଲ୍‌ ରାଉଣ୍ଡରେ ୦-୫ ପଏଣ୍ଟ ଦେଇଛନ୍ତି । ଏହାସହ ତୁର୍କୀ ଖେଳାଳୀ ଫାଇନାଲ୍‌କୁ ପ୍ରବେଶ କରିଛନ୍ତି । ଭାରତୀର ଦୁଇ କୁସ୍ତି ଯୋଦ୍ଧା ଆଜି ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି । ରେସ୍‌ଲର ରବି ଦହିଆ ଏବଂ ଦୀପକ ପୁନିଆ ଦୁହେଁ କୁସ୍ତିର ସେମିଫାଇନାଲ୍‌ରେ ନିଜ ନିଜ ସ୍ଥାନ […]
Read More...

Advertisement