INDIAN FORAGINE SERVICE
ଦେଶ- ବିଦେଶ 

ପ୍ରକାଶ ପାଇଲା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳାଫଳ

ପ୍ରକାଶ ପାଇଲା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳାଫଳ ନୂଆଦିଲ୍ଲୀ: ମଇ ୩୦: ଜାନୁଆରି ୨୦୨୨୨ରେ କେନ୍ଦ୍ରୀୟ ଲୋକସେବା ଆୟୋଗଦ୍ୱାରା ଆୟୋଜିତ ୨୦୨୧ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର ଲିଖିତ ଫଳାଫଳ ଏବଂ ବ୍ୟକ୍ତିତ୍ୱ ପରୀକ୍ଷା ନିମନ୍ତେ ଏପ୍ରିଲ୍‌-ମେ ୨୦୨୨ରେ ଅନୁଷ୍ଠିତ ସାକ୍ଷାତକାରକୁ ଭିତ୍ତିକରି କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କର ତାଲିକା ଆଜି ପ୍ରକାଶ ପାଇଛି । ସମୁଦାୟ ୬୮୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଇଣ୍ଡିଆନ୍‌ ଆଡମିନିଷ୍ଟ୍ରେଟିଭ୍‌ ସର୍ଭିସ୍‌, ଇଣ୍ଡିଆନ୍‌ ଫରେନ୍‌ ସର୍ଭିସ୍‌, ଇଣ୍ଡିଆନ୍‌ ପୋଲିସ୍‌ ସର୍ଭିସ୍‌ ଏବଂ ସେଣ୍ଟ୍ରାଲ୍‌ ସର୍ଭିସେସ୍‌ ଗ୍ରୁପ୍‌- ଏ ଓ ଗ୍ରୁପ୍‌ ବିରେ ନିଯୁକ୍ତି ଦିଆଯିବାକୁ […]
Read More...

Advertisement